ବିରାଟ କୋହଲି ପିନ୍ଧିଥିବା ଏହି ଟି ଶାର୍ଟ ର ମୂଲ୍ୟ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ବର୍ତମାନ ସମୟରେ ଦୁନିଆର ସବୁଠାରୁ ଅଗ୍ରଣୀ ଖେଳାଳି ଭାବରେ ଜଣାଶୁଣା ଏବଂ କମ ସମୟ ମଧ୍ୟରେ ଅଧିକାଂଶ ରେକର୍ଡ ର ଅଧିକାରୀ ହୋଇଥିବା ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ବିଶ୍ୱର ସବୁଠାରୁ ଦାମୀ ଖେଳାଳି ମାନଙ୍କ ମଧ୍ୟରୁ ଜଣେ। ଏହି କଳା ରଙ୍ଗର ଟି ଶାର୍ଟ ପିନ୍ଧି କିଛି ଦିନ ପୂର୍ବେ ଲଣ୍ଡନ ରେ ହଠାତ ବୁଲୁଥିବା ର ଦେଖିବାକୁ ମିଳିଥିଲା ।

ବିରାଟ କୋହଲି ପିନ୍ଧିଥିବା ଏହି ଟି ଶାର୍ଟ ର ମୂଲ୍ୟ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବିରାଟ କୋହଲି ପିନ୍ଧିଥିବା ଏହି ଟି ଶାର୍ଟ BALMAIN ବ୍ରାଣ୍ଡର ଅଟେ ଯାହାର ମୂଲ୍ୟ ପ୍ରାୟ ୩୦୦୦୦ ଟଙ୍କା ବୋଲି ଜଣାପଡିଛି । ଆଯତକ ର ଏକ ରିପୋର୍ଟ ମୁତାବକ ଏହି ଏହି ଟି ଶାର୍ଟ ର ମୂଲ୍ୟ ପ୍ରାୟ ୩୦୦୦୦ ଟଙ୍କା ବୋଲି ଜଣାପଡିଛି ।

ଖାଲି ଏତିକି ନୁହଁ କିଛିଦିନ ପୂର୍ବେ ବିରାଟ ମୁମ୍ବାଇ ବିମାନବନ୍ଦରରେ ଯେଉଁ ଘଣ୍ଟାରେ ସମୟ ଦେଖୁଛନ୍ତି ତାହା କୌଣସି ଏମିତିସେମିତି ଘଣ୍ଟା ନୁହେଁ ବରଂ ଏହା ହୀରା ଏବଂ ସୁନା ବ୍ୟବହାର କରି ପ୍ରସ୍ତୁତ ହୋଇଛି ଏହି ଘଣ୍ଟା। ଯାହାର ମାର୍କେଟ ମୂଲ୍ୟ ପ୍ରାୟ ୭୧ ଲକ୍ଷ ୧୨ ହଜାର ଟଙ୍କା ହୋଇଥିବାବେଳେ କୋହଲିଙ୍କ ପାଖରେ ଏଭଳି ଅନେକ ଘଣ୍ଟାର କଲେକ୍ସନ ରହିଛି ବୋଲି ଜଣାପଡିଛି। ବିଶେଷ କରି ଘଣ୍ଟା ଏତେ ଦାମୀ ହୋଇଥିବାରୁ ଦର୍ଶକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

Leave a Reply