ସତ ହେଲା ସୌରଭ ଗାଙ୍ଗୁଲିଙ୍କ ଉପଦେଷ୍ଠା, ଜାଣନ୍ତୁ କଣ କହିଥିଲେ ସୌରଭ

ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ୱିତୀୟ ଟେଷ୍ଟରେ ଭାରତ ୨୫୭ ରନରେ ବିଜୟୀ ହୋଇଥିଲା । ଫଳରେ ଟେଷ୍ଟ୍‌ ଶୃଙ୍ଖଳାକୁ ଭାରତ ୨-୦ରେ ଜିତିନେଇଥିଲା ଭାରତ ହେଲେ କିନ୍ତୁ ଭାରତର ପ୍ରାରମ୍ଭିକ ଯୋଡ଼ି ବିରାଟ ସହ ମେନେଜମେଟ ଚିନ୍ତାରେ ପକେଇଦେଇଥିଲା। ମୟଙ୍କ ଅଗ୍ରୱାଲଙ୍କ ପ୍ରଦର୍ଶନରେ ଉନ୍ନତି ପରିଲକ୍ଷିତ ହେଉଥିବାବେଳେ ଯୋଡ଼ିଦାର ଲୋକେଶ ରାହୁଲଙ୍କ ଅସ୍ଥିର ପ୍ରଦର୍ଶନ କିନ୍ତୁ ଜାରି ରହିରହିଥିଲା । ଏନେଇ ଗାଙ୍ଗୁଲିଙ୍କ ଦେଇଥିବା ଉପଦେଷ୍ଠା ସତ ସାବ୍ୟସ୍ତ ହୋଇଛି ।

ଏନେଇ ଗାଙ୍ଗୁଲି ଯୁକ୍ତି କରିଥିଲେ ଯେ ଓ୍ବେଷ୍ଟଇଣ୍ଡିଜ ଗ୍ରସ୍ତରେ ଅଗ୍ରୱାଲଙ୍କ ପଦର୍ଶନ ଭଲ ରହିଛି ତେଣୁ ତାଙ୍କୁ ଅଧିକ ସୁଯୋଗ ମିଳିବା ଦରକାର। ଏବଂ ଏହା ମଧ୍ୟ କହିଥିଲେ ଯେ ଲୋକେଶ ରାହୁଲଙ୍କ ପଦର୍ଶନ ଭଲ ନଥିବା ରାହୁଲଙ୍କ ବିକଳ୍ପରେ ରୋହିତ ଙ୍କୁ କାହିଁକି ଟେଷ୍ଟ ଦଳରେ ସେ ସାମିଲ କରି ଦଳପାଇଁ ପ୍ରାରମ୍ଭିକ ବେଟିଂ କରିବାକୁ ସୁଯୋଗ ଦିଆଯାଉନାହିଁ ?

ଏବଂ ଦିନିକିଆ ଭଳି ରୋହିତଙ୍କୁ ଟେଷ୍ଟରେ ମଧ୍ୟ ପାଳି ଆରମ୍ଭ କରିବାର ସୁଯୋଗ ଦେବାକୁ ସେ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ଏନେଇ ଉପଦେଷ୍ଠା ଦେଇଥିଲେ । ଏଥିନେଇ ସେ କହିଛନ୍ତି, ରୋହିତଙ୍କୁ ଶୀର୍ଷକ୍ରମରେ ଖେଳାଇବାକୁ ମୁଁ ପୂର୍ବରୁ ମଧ୍ୟ ପରାମର୍ଶ ଦେଇଥିଲି।

ମୁଁ ଏବେ ବି ବିଶ୍ବାସ କରେ ଯେ ତାଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ମିଳିବା ଦରକାର। ଯାହା ବର୍ତମାନ ଦକ୍ଷିଣ ଆଫ୍ରିକା ସିରିଜ ରେ ସତ ସାବ୍ୟସ୍ଥ ହୋଇଛି ଏବଂ ରୋହିତ ମଧ୍ୟ ପ୍ରଥମ ଟେଷ୍ଟରେ ପ୍ରଥମ ଥର ପାଇଁ ଓପେନିଙ୍ଗ କରି ଦୁଇଟି ଯାକ ପାଳିରେ ଦୁଇଟି ସତକ ହାସଲ କରିଥିଲେ ।

Leave a Reply