ଜମ୍ମୁ-କାଶ୍ମୀର ରେ ପିଏମ ମୋଦୀ ସରକାର ଅନୁଚ୍ଛେଦ ୩୭୦କୁ ସମାପ୍ତ କଲେ ।ଏହି ନିର୍ଣୟ ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଶ୍ଚର୍ଯ୍ୟ ହୋଇଗଲେ ଓ ଏହାକୁ ବିରୋଧ କଲେ । ଭାରତରେ ମଧ୍ୟ ଏହି ନିର୍ଣୟ କୁ ବିରୋଧ କରାଯାଇଥିଲା । ୧୫ ଅଗଷ୍ଟରେ ଏଥର ପୁରା ଦେଶ ସ୍ୱତନ୍ତ୍ରତା ଦିବସ ସହିତ ଅନୁଚ୍ଛେଦ ୩୭୦ ସମାପ୍ତ ହେବାର ଖୁସି ମଧ୍ୟ ଏକାଠି ପାଳିଲେ ।
ଜନତା ଙ୍କୁ ପଚରାଗଲା ଏହି ପ୍ରଶ୍ନ :-
ଅନୁଚ୍ଛେଦ ୩୭୦ ସମାପ୍ତ ହେବାର ନ୍ୟୁଜ, ଚ୍ୟାନେଲ ଆଜ ତକ ଗୋଟେ ସର୍ଭେ କରିଥିଲା ଯେଉଁଥିରେ ସେ ପାଖାପାଖି ୧୨,୧୨୬ ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା କି ଆଜାଦ ଭାରତର ସବୁଠୁ ଲୋକପ୍ରିୟ ନେତା କିଏ ? ଯେଉଁଥିରେ ୬୭% ଲୋକ ଗ୍ରାମୀଣ ଓ ୩୩% ଲୋକ ସହରୀ ଥିଲେ ।
ଜନତା ଦେଇଥିଲେ ଏହି ଉତ୍ତର :-
ଆଜ ତକ ନ୍ୟୁଜ ଚ୍ୟାନେଲ ର ଏହି ପ୍ରଶ୍ନର ଉତ୍ତର ଦେଇ ପାଖାପାଖି ୩୭% ଲୋକମାନେ ପିଏମ ନରେନ୍ଦ୍ର ମୋଦୀ ଙ୍କୁ ଆଜାଦ ଭାରତର ସବୁଠୁ ଲୋକପ୍ରିୟ ନେତା କହିଥିଲେ । ଇନ୍ଦିରା ଗାନ୍ଧୀ ଙ୍କୁ ମାତ୍ର ୧୪% ଲୋକମାନେ ନିଜର ପସନ୍ଦିତା ନେତା ମାନିଛନ୍ତି । ତୃତୀୟ ସ୍ଥାନରେ ଅଟଳ ବିହାରୀ ବାଜପେୟୀ ଙ୍କୁ ମାତ୍ର ୧୧% ଲୋକମାନେ ନିଜର ପସନ୍ଦିତା ନେତା ମାନିଛନ୍ତି । ଏଥିରୁ ଜଣାପଡିଲା କି ଆଜାଦ ଭାରତର ସବୁଠୁ ଲୋକପ୍ରିୟ ନେତା ହେଉଛନ୍ତି ପିଏମ ନରେନ୍ଦ୍ର ମୋଦୀ ।