ସ୍ୱାମୀ ମରିବାର ୧୦ ବର୍ଷ ପରେ ମଧ୍ୟ ଦୁଇଟି ସନ୍ତାନର ହେଲେ ମା ଏବଂ କହିଲେ ଏହା ଏକ ବଡ ଚମକ୍ତାର, ସ୍ୱାମୀଙ୍କ ସ୍ବପ୍ନ ପୁରା କରିବା ପାଇଁ ସ୍ତ୍ରୀ କରିଥିଲା ଏମିତି କାମ !

ଏମିତି ଏକ ମହିଳା ଯିଏକି ନିଜ ସ୍ୱାମୀ ମରିବାର ଦଶ ବର୍ଷ ପରେ ମଧ୍ୟ ଦୁଇଟି ଛୁଆର ମା ହୋଇଥିବାର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କିନ୍ତୁ ଆଧୁନିକ ଯୁଗରେ ଏପରି ଘଟଣା ହେବା ସମ୍ଭବ ତେବେ ଆସନ୍ତୁ ଜାଣିବା ସେହି ମହିଳା ଙ୍କ ବିଷୟରେ । ମହିଳା ଜଣଙ୍କ ବ୍ରିଟେନ ର କାର୍ଣବାଲ ରେ ରହୁଥିବା ଅଞ୍ଜିଳୀନା ଲେକି ଜୋମସ ଓ ତାଙ୍କର ସ୍ୱାମୀ କ୍ରିସ ଙ୍କ କେନସର ଭଳି ଭୟାନକ ରୋଗରେ ଆକ୍ରାନ୍ତ ଥିବା ବେଳେ ଏଗ୍ରେସିଭ ବ୍ରେଇନ ଟ୍ୟୁମର ଯୋଗୁଁ କମ ବୟସରେ ମୃତ୍ୟୁ ବରଣ କରିଥିଲେ।

ବ୍ରିଟିଶ ମିଡ଼ିଆ ରିପୋର୍ଟ ଅନୁସାରେ କୁହାଯାଇଥିଲା ଯେ ଏହା ଏକ ଚମତ୍କାର ସଦୃଶ୍ୟ ଅଟେ ଏବଂ ଏହା ମଧ୍ୟ ରିପୋର୍ଟରେ ଉଲେଖ କରିଥିଲା ଯେ ସ୍ୱାମୀଙ୍କ ମର୍ତ୍ୟୁ ପୂର୍ବରୁ କ୍ରିସ ଙ୍କ ସ୍ପର୍ମ କୁ ସଂଗ୍ରହ କରି ରଖାଯାଇଥିଲା ଏବଂ ଦଶ ବର୍ଷ ପରେ ସଫଳାତାପୂର୍ଣ ମେଡିକାଲକରଣ ଅତ୍ୟାଧିନିକ ବ୍ୟବସ୍ଥା ବା ଆଇବିଏଫ ( IBF ) ଜ୍ଞାନ କୌଶଳ ମାଧ୍ୟମରେ ରେ ମହିଳା ଜଣଙ୍କ ୧୦ ବର୍ଷ ପରେ ମଧ୍ୟ ଗର୍ଭ ଧାରଣା କରିଥିଲେ ।

ବ୍ରିଟିଶ ମିଡ଼ିଆ ରିପୋର୍ଟ ଅନୁସାରେ ଏହା ମଧ୍ୟ କୁହାଯାଇଥିଲା ଯେ ୨୦୦୭ ମସିହାରେ ବ୍ରିଟେନ ର ଅଞ୍ଜିଳୀନା ଲେକି ଜୋମସ ଓ କ୍ରିସ ଙ୍କ ମଧ୍ୟରେ ବିବାହ ହୋଇଥିଲା। ସ୍ୱାମୀ ଠିକ ବର୍ଷେ ପରେ ହିଁ ୨୦୦୮ ରେ ୨୯ ବୟସରେ ହିଁ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ଅଞ୍ଜିଳୀନା କହିବା ଅନୁସାରେ ସେ ଓ ତାଙ୍କ ସ୍ୱାମୀ ଦୁହେଁ ଚାହୁଁଥିଲେ ଯେ ତାଙ୍କର ୪ଟି ସନ୍ତାନ ସହ ପରିବାର ଗଡ଼ିବା ପାଇଁ କିନ୍ତୁ ବିବାହର କମ ସମୟରେ ମୃତ୍ୟୁ ହୋଇଥିବା ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା

ସ୍ୱାମୀଙ୍କ ଏହି ସ୍ବପ୍ନ କୁ ପୁରା କରିବା ପାଇଁ ପ୍ରଥମ ଥର ୨୦୧୩ ରେ କ୍ରିସ ଙ୍କ ସ୍ପର୍ମ ଦ୍ଵାରା ଗର୍ଭବତୀ ପୁଅ ସନ୍ତାନ ଜନ୍ମ ଦେଇଥିଲେ ଏବଂ ସ୍ୱାମୀଙ୍କ ନିଧନର ଠିକ ୫ ବର୍ଷ ପରେ ପୁଣି ଏହି ଅତ୍ୟାଧିନିକ ବ୍ୟବସ୍ଥା ବା ଆଇବିଏଫ ( IBF ) ମାଧ୍ୟମରେ ଗର୍ଭବତୀ ହୋଇ ଝିଅ ଟିଏ ଜନ୍ମ ଦେଇଥିଲେ ଏବଂ ଅଞ୍ଜିଳୀନା କହିବା ଅନୁସାରେ ସେ ନିଜ ପିଲାମାନଙ୍କ ଉପସ୍ତିସ୍ଥିରେ ସ୍ୱାମୀଙ୍କୁ ଅନୁଭବ କରିପାରୁଛନ୍ତି ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *