ଦୁନିଆଁରେ ଏମିତି ବହୁତ ଲୋକ ଅଛନ୍ତି ଯିଏ ମଣିଷ ଶରୀରକୁ ଦେଖିକରି ତାହାର ଚାଳିଚଳଣ ବିଷୟରେ କହିପାରିବେ । ଆମ ଶରୀରରେ ଏମିତି ବହୁତ ଅଙ୍ଗ ରହିଛି ଯାହା ଆମ ବିଷୟରେ କହିଥାଏ । ଏହା ମଧ୍ୟରେ ଗୋଟିଏ ହେଉଛି ବ୍ୟକ୍ତିର ନାଭି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଅଲଗା ଅଲଗା ନାଭି ବିଷୟରେ ।
୧. ବିରୋଧ ନାଭି :-
ଏହି ପ୍ରକାରର ନାଭିଗୁଡିକ ଲାଗିଯାଇଥାଏ । ଏପରି ନାଭି ଥିଲା ବାଲା ଲୋକ ହଟ ଓ ଧୀର୍ ପ୍ରକୃତିର ହୋଇଥାନ୍ତି । ଏମିତି ନାଭି ଲୋକଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ବିରୋଧ ନାଭି ବାଲା ଲୋକେ ଯେକୌଣସି ସଂମ୍ପର୍କକୁ ପୁରା ଭାବେ ନିଭାଇଥାନ୍ତି ।
୨. ବହୁତ ଗଭୀର ଥିବା ବାଲା ନାଭି :-
ବଡ ଓ ଗଭୀର ଥିବା ନାଭି ବଡ ଦିଲୱାଲା ହୋଇଥାନ୍ତି । ଏହି ଲୋକ ନିଜ କଠିନତା ନିଜ ମଧ୍ୟରେ ରଖିଥାନ୍ତି ଓ ଏହାକୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ । ସେମାନେ ବହୁତ ବଡ ସହାନୁଭୁତିଶୀଳ ହୋଇଥାନ୍ତି ଓ ସମସ୍ତଙ୍କ ସହିତ ଭଲ ବ୍ୟବହାର କରିଥାନ୍ତି । ସେମାନଙ୍କୁ ମିଳିଥିବା ଅଲଗା ଅଲଗା ଅନୁଭବ କାରଣରୁ ସେମାନେ ପରିସ୍ଥିତି ସହିତ ଭଲ ଭାବରେ ମୁକାବଲା କରିପାରନ୍ତି ।
୩. ଛୋଟ ନାଭି :-
ଏପରି ନାଭି ଥିବା ଲୋକମାନେ ବହୁତ ଚତୁର ହୋଇଥାନ୍ତି । ସେମାନେ ନିଜ ମଧ୍ୟରେ କଥାକୁ ଲୁଚାଇ ରଖିଥାନ୍ତି ଓ ଲୋକଙ୍କର ନକରାତ୍ମକ କାର୍ଯ୍ୟକୁ ସେ ଆଗରୁ ଜାଣିପାରନ୍ତି । ସେମାନେ ନିଜ ଜୀବନ ବିଷୟରେ କାହା ଆଗରେ କଥାବାର୍ତ୍ତା କରନ୍ତି ନାହିଁ ।
୪. ତଳୁଆ ନାଭି :-
ତଳ ପାର୍ଶ୍ୱକୁ ଥିବା ନାଭି ଉର୍ଜା ସ୍ତର କମ୍ ଦେଖାଯାଏ । ଏମାନେ ମାନୁଆଲ୍ କାମକୁ ବେଶୀ ପସନ୍ଦକରନ୍ତି ନାହିଁ କିନ୍ତୁ ଅନ୍ୟ କାର୍ଯ୍ୟକୁ ବହୁତ ଧ୍ୟାନ ଦିଅନ୍ତି ଯେଉଁଥିରେ ବୁଦ୍ଧିମତାର ଆବଶ୍ୟକତା ହୋଇଥାଏ । ଏମାନେ ଅଳସୁଆ ପ୍ରବୃତିର ହୋଇଥାନ୍ତି ଓ ଏମାନଙ୍କ ଆଳସ ଯୋଗୁଁ ଏମାନେ ଅଧିକ ଚାଲକ ହୋଇପାରନ୍ତି ନାହିଁ । ଏମାନେ ନିଜ ମଧ୍ୟରେ ଖୁସି ରୁହନ୍ତି ।
୫. ଓଭାଲ୍ ନାଭି :-
ଯଦି ଆପଣଙ୍କ ନାଭି ଏପରି ଅଟେ ତେବେ ଆପଣ ବହୁତ ଦୂର୍ବଳ ପ୍ରକୃତିର ଅଟନ୍ତି । ଆପଣ ଅଧୀର ହେବା କାରଣରୁ ବହୁତ ଜଲଦି ଚିନ୍ତିତ ହୋଇଯାଆନ୍ତି । ଆପଣ ନିଜକୁ ବହୁତ ବିଜି ରଖନ୍ତି ଓ ନୁଆ ନୁଆ ଜିନିଷ ବିଷୟରେ ଜାଣିବାକୁ ଇଚ୍ଚା ରଖନ୍ତି । ସବୁ ଜିନିଷକୁ ଅଧିକ ଗମ୍ଭୀରତାର ସହିତ ନେଇଥାନ୍ତି । ଯାହାକାରଣରୁ ନିଜକୁ ଆଘାତ ଦେଇବସନ୍ତି ଓ ନିଜ ମଧ୍ୟରେ ସବୁ ପୀଡା ସହ୍ୟ କରିନିଅନ୍ତି ।
୬. ୱାଇଡ୍ ବେଲି ନାଭି :-
ଏପରି ନାଭି ଥିବା ଲୋକ ସବୁ ପରିସ୍ଥିତିକୁ ଲଢିବା ପାଇଁ ସବୁବେଳେ ପ୍ରସ୍ତୁତ ରୁହନ୍ତି । ସବୁବେଳେ ନିଜ ଗୋଡରେ ଠିଆ ହେବାକୁ ପସନ୍ଦ କରନ୍ତି । ଏହି ଲୋକ ସହଜରେ ଅନ୍ୟ ଲୋକଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ ।