ରୋହିତ ଅଧିନାୟକ ହେବା ମାତ୍ରେ ଏହି ୩ ଖେଳାଳି ଦଳରୁ ବାଦ ପଡିବା ସୁନିଶ୍ଚିତ, ପ୍ରଥମ ଖେଳାଳି ଖାସ ଅଟନ୍ତି !!

ଭାରତୀୟ ଦଳର ଶ୍ରେଷ୍ଠ ବେଟ୍ସମ୍ୟାନ ରୋହିତ ଶର୍ମା ବିଶ୍ୱକପ ରେ ଭଲ ପଦର୍ଶନ କରିଥିଲେ । ଏବଂ ବୀର୍ଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରିଥିବା ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ ମଧ୍ୟ ହୋଇଥିଲେ। ବର୍ତମାନ ଅଧିନାୟକ ହିସାବରେ ଦେଖାଯାଏ ତ ରୋହିତ ଶର୍ମା ବିରାଟ କୋହଲୀଙ୍କ ଠୁ ଅଧିକ ପ୍ରଭାବ ଶାଳୀ ବୋଲି ମାନାଯାଏ ।

ରୋହିତ ଶର୍ମା ନିଜ ଅଧିନାୟକତ୍ୱ ସମୟ ଭିତରେ ଏସିଆ କପ ,ନିଧାଶ ଟ୍ରଫି ଏବଂ ମୁମ୍ବାଇ ଇଂଡିଆନ୍ସ କୁ ୪ ଥର ଚମ୍ପିୟନ କରିବାରେ ସକ୍ଷମ ହୋଇପାରିଥିଲେ । ଯଦି ସେ ଦଳର ଅଧିନାୟକ ଦାଇତ୍ୱ ସମ୍ଭାଳନ୍ତି ତାହା ହେଲେ ଏହି ୩ ଖେଳାଳିଙ୍କୁ ହୁଏତ ଛୁଟି କରିପାରନ୍ତି । ଆସନ୍ତୁ ଜାଣିବା ସେହି ୩ ଖେଳାଳି ଙ୍କ ବିଷୟରେ।

୩. କେଦାର ଯାଦବ :-

କେଦାର ଯାଦବ ଆଘାତ କାରଣରୁ ସେ ବହୁତ ଚିନ୍ତାରେ ରହି ଆସୁଛନ୍ତି ଏବଂ ଏହାସହ ତାଙ୍କର ବୟସ ଦୃଷ୍ଟି କୋଣରୁ ଯଦି ଦେଖାଯାଏ ତାହାହେଲେ ସେ ଖେଳରେ ସେତଟା ପ୍ରଭାବ ଦେଖାଇପାରୁନାହାନ୍ତି । ଫଳରେ ଏହି କାରଣରୁ ହୂଏୟତ ରୋହିତ ଶର୍ମା ତାଙ୍କୁ ଦଳରୁ ଛୁଟି କରିଦେଇପାରନ୍ତି ।

୨.କୁଲଦୀପ ଯାଦବ :-

ରୋହିତ କୁଲଦୀପଙ୍କୁ ମଧ୍ୟ ଛୁଟି କରିପାରନ୍ତି କାହିକିଁ ନା ବର୍ତମାନ କୁଲଦୀପ ଙ୍କ ସେତେଟା ଭଲ ପଦର୍ଶନ କରିପାରିନଥିଲେ । ତାଙ୍କ ଜାଗାରେ କୁର୍ଣ୍ଣାଲ୍ ପାଣ୍ଡିଆ ଙ୍କୁ ଦଳରେ ନେଇପାରନ୍ତି କାରଣ ସେ କୁଲଦୀପ ଅପେକ୍ଷା ଭଲ ବେଟିଂ ମଧ୍ୟ କରିପାରନ୍ତି ।

୧.ଲୋକେଶ ରାହୁଲ :-

ରାହୁଲ ଟିମ ଇଣ୍ଡିଆର ସଲାମି ବେଟ୍ସମ୍ୟାନ ଭାବରେ ନିଜ ପଦର୍ଶନ ଦେଖାଇଛନ୍ତି କିନ୍ତୁ ନିକଟରେ ହୋଇଥିବା ବିଶ୍ୱକପରେ ତାଙ୍କୁ ଦଳରେ ଧବନଙ୍କ ଜାଗାରେ ଓପେନିଙ୍ଗ କରିବାପାଇଁ ସୁଯୋଗ ମିଳିଥିଲା କିନ୍ତୁ ସେତଟା ଭଲ ପଦର୍ଶନ କରିପାରିନଥିଲେ । ଏଭଳି ସ୍ତିତିରେ ଯଦି ରୋହିତ ଅଧିନାୟକ ହୋଇଥାନ୍ତି ତାହାହେଲେ ରାହୁଲଙ୍କୁ ଛୁଟି କରିବା ପ୍ରାୟ ସୁନିଶ୍ଚିତ ।

Leave a Reply