କାଲି ଭାରତ ଖେଳିବ ବିଶ୍ଵକପ ର ପ୍ରଥମ ମ୍ୟାଚ, ମାତ୍ର ମ୍ୟାଚ ପୂର୍ବରୁ ଭାରତକୁ ମିଳିଲା ଖୁସି ଖବର

କାଲି ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ବିଶ୍ଵକପ ର ଅଷ୍ଟମ ମ୍ୟାଚ ସାଉଥାଟନ ରେ ଖେଳାଯିବ । ଭାରତ ଏହି ମ୍ୟାଚ ସହ ବିଶ୍ଵକପ ର ଆରମ୍ଭ କରିବାକୁ ଆଉ ଅଛି । ଦୁଇ ଦଳ ଏହି ମ୍ୟାଚ କୁ ଜିତି କି ଶୃଙ୍ଖଳା ରେ ଭଲ ଆରମ୍ଭ କରିବଳୁ ଚାହିଁବେ ।

ସାଉଥ ଆଫ୍ରିକା ହାରି ସାରିଛି ୨ ମ୍ୟାଚ :

ସାଉଥ ଆଫ୍ରିକା ବର୍ତମାନ ଯାଏ ୨୦୧୯ ବିଶ୍ଵକପ ରେ ୨ ଟି ମ୍ୟାଚ ଖେଳିଛି ଆଉ ସେ ଦୁଇଟି ମ୍ୟାଚ ରେ ପରାଜୟ ହୋଇଛି । ଏହି ପରିସ୍ଥିତି ରେ ସାଉଥ ଆଫ୍ରିକା ର ମନବଳ ବହୁତ ଭାଙ୍ଗି ଯାଇଥିବ, ଭାରତ ଏହି କଥା ର ଫାଇଦା ଉଠେଇ ପାରେ ।

ଭାରତ କୁ ମିଳିଲା ଖୁସି ଖବର :

ସାଉଥ ଆଫ୍ରିକା ର ଫାଷ୍ଟ ବୋଲର ଲୁଙ୍ଗି ନଗିଡ଼ି ବାଂଲାଦେଶ ସହ ଖେଳ ଯାଇଥିବା ମ୍ୟାଚ ରେ ଆଘାତ ପ୍ରାପ୍ତ ଯୋଗୁଁ ଭାରତ ବିରୁଧରେ ଖେଳି ପାରିବେ ନାହିଁ । ଭାରତ ଏହାର ଫାଇଦା ଉଠେଇ ପାରିବ, କାରଣ ସେ ଜଣେ ଭଲ ବୋଲର ଥିଲେ ।

ଭାରତ ସମ୍ଭାବିତ ଦଳ :

ରୋହିତ ଶର୍ମା, ଶିଖର ଧବନ, ବିରାଟ କୋହଲି, କେ ଏଲ ରାହୁଲ, ଏମ ଏସ ଧୋନି, ଦୀନେଶ କାର୍ତିକ, ହାର୍ଦିକ ପାଣ୍ଡିଆ, ଭୁବନେଶ୍ଵର କୁମାର, ମହମ୍ମଦ ସାମୀ, କୁଲଦୀପ ଯାଦବ, ଓ ଯଶପ୍ରୀତ ବୁମରାହା ।

ସାଉଥ ଆଫ୍ରିକା ସମ୍ଭାବିତ ଦଳ :

ଡ଼ି କାକ, ମାର୍କଅରାମ, ଡୁ ଫିଲାଇସି, ମିଲେର, ବାଁ ଦେର ଦୁଃସେନ, ଡୁମିନି, ଫେଂହଳୁକବୟ, ଚିରଶ ମୋରିସ, ରାବାଡା, ତହିଁର ଓ ଡେଲ ସ୍ଟେନ ।

Leave a Reply