ଦ୍ବାରିକା,ସୋମନାଥ,ଉଜ୍ଜୈନ, ମଥୁରା,ହରିଦ୍ବାର,ଅମୃତସର, ବୈଷ୍ଣଦେବୀ ବୁଲିବା ପାଇଁ ଯିବ।ଜାଣନ୍ତୁ ଏହା ସମ୍ବନ୍ଧିତ ସମ୍ପୂର୍ଣ ତଥ୍ଯ । କୋଲ୍ହାପୁର,ମିରଜ ସତାରା,ପୁନେ,କଲ୍ଯାଣ, ବସାଈ,ସୁରତ,ବଡୋଦର।
ବଡୋଦରା,ସୁରତ,ବସଈ, କଲ୍ଯାଣ,ପୁନେ,ସତାରା,ମିରଜଓ କୋଲ୍ହାପୁର । ଯାତ୍ରା ମେ ୬ ରୁ ଆରମ୍ଭ ହେବ।ବ୍ରେକଫାଷ୍ଟ,ଲଂନ୍ଚ,ଡିନର ପ୍ଯାକେଜ ମଧ୍ଯ। ସ୍ଟାଡର୍ଟ କ୍ଯାଟେଗରି ରେ ୧୧,୩୪୦ ପ୍ରତି ବ୍ଯକ୍ତି ଙ୍କ ପାଇଁ ପଡିବ।କମ୍ପର୍ଟ କ୍ଯାଟେଗରି ରେ ୧୩,୮୬୦ଟଙ୍କା ପ୍ରତି ବ୍ଯକ୍ତି ଙ୍କ ପାଇଁ ପଡିବ ।

ରହିବା ବ୍ଯବସ୍ଥା ମଧ୍ଯ ରହିଛି।ଶାକାହାରୀ ଭୋଜନ ର ବ୍ଯବସ୍ଥା ରହିଛି।ଦର୍ଶନୀୟ ସ୍ଥାନ ଭ୍ରମଣ ପାଇଁ ଟୁରିଷ୍ଟ ବସ ର ବ୍ଯବସ୍ଥା ରହିଛି। ସିକ୍ଯୁରିଟି ବ୍ଯବସ୍ଥା ମଧ୍ଯ ରହିଛି ।
ଆପଣ www.irctctourism.com ରେ ଯାଇ ବୁକିଂଗ କରି ପାରିବେ ।