ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ICC) ଏହି ବର୍ଷ ର ମହିଳା ODI ଆଉ ଟି-୨୦ ଟିମ ର ଘୋଷଣା କଲା, ଭାରତର ହର୍ମନପ୍ରୀତ ତ-୨୦ ଟିମ ର ଆଉ ନିଉଜିଲାଣ୍ଡ ର ସୁଜି ବେସ୍ତ କୁ ODI ଟିମ ର ଅଧିନାୟିକା ଭାବେ ନିଯୁକ୍ତି କଲା। ଭାରତର ସ୍ମୃତି ମନ୍ଧାନା ଙ୍କୁ ICC ମହିଳା କ୍ରିକେଟର ଅଫ ଦା ଇୟର ଆଉ ODI ପ୍ଲେୟାର ଅଫ ଦା ଇୟର ବଛା ଗଲା।
ସ୍ମୃତି ଙ୍କ ବାପା କହିଲେ ସେ ଯଦି କ୍ରିକେଟର ନ ହେଇଥାନ୍ତେ ତାହାଲେ ସେ କୁକ ହେଇଥାନ୍ତେ, ଯେବେ ବି ସ୍ମୃତି ଙ୍କୁ ସମୟ ମିଳେ ସେ ରୋଷେଇ କରନ୍ତି। କ୍ରିକେଟ ସହିତ ତାଙ୍କୁ ରୋଷେଇ କରିବା ବି ପସନ୍ଦ।
ଅଷ୍ଟ୍ରେଲିଆ ର ଏଲିଶା ହିଲ ଙ୍କୁ ଟି-୨୦ ପ୍ଲେୟାର ଅଫ ଦା ଇୟର ଆଉ ଇଂଲଣ୍ଡ ର ସୋଫି ଙ୍କୁ ଇମେଜିଙ୍ଗ ପ୍ଲେୟାର ଅଫ ଦା ଇୟର ଆୱାର୍ଡ ଦିଆଗଲା। ODI ଟିମ ଅ ଦା ଇୟର ରେ ନିଉଜିଲାଣ୍ଡ, ଭାରତ, ଇଂଲଣ୍ଡ ଆଉ ଦକ୍ଷିଣ ଆଫ୍ରିକା ର ୨-୨ ଜଣ ଖେଳାଳି ସାମିଲ ଅଛନ୍ତି।