Ind Vs Wi T20 : ଭାରତ ଓ ୱେଷ୍ଟେଣ୍ଡିଜ ମଧ୍ଯରେ T-20 ସିରିଜ ଚାଲିଛି। ଏହି ସିରିଜ ର ପ୍ରଥମ ମ୍ଯାଚ ରେ ଭାରତ ବିଜୟ ଲାଭ କରିଛି। ୱେଷ୍ଟେଇଣ୍ଡିଜ ର ପୁରା ଟିମ ୨୦ ଅଭର ରେ ମାତ୍ର ୧୦୯ / ୮ ସ୍କୋର କରିପାରିଥିଲେ। ଭାରତ ର ସ୍ପିନର କୂଲଦିପ ୟାଦବ ସର୍ବାଧିକ ୩ ୱିକେଟ ନେଇଥିଲେ।
ଆରମ୍ଭ ରେ ଭାରତ ର ପ୍ରଦର୍ଶନ ଏତେ ଭଲ ନଥିଲା, ୪୫ରନ ୪ଟି ୱିକେଟ ହରେଇ ଥିଲା। ଦିନେଶ କାର୍ତ୍ତିକ ପ୍ରଥମେ, ମନିଷ ପାଂଡେ ତା ପରେ ଓ କୁନାଲ ପାଂଡ୍ଯା ମିଶି ଟିମ କୁ ଜିତାଇ ପାରିଛନ୍ତି। କାର୍ତ୍ତିକ ୩୪ ବଲ ରେ ୩୧ ରନ ଓ କୁନାଲ ୨୧ ରନ କରିଥିଲେ। କୂଲଦିପ ୟାଦବ ଙ୍କୁ ଭଲ ପ୍ରଦର୍ଶନ ପାଇଁ ମେନ ଅଫ ଦି ମ୍ଯାଚ ମିଳିଲା।
ମ୍ଯାଚ ରେ ଭାଙ୍ଗିଲା ୫ଟି ବଡ ରେକର୍ଡ:—
୧- କୂଲଦିପ ଏହି ମ୍ଯାଚ ମିଶି (ଆଇପିଏଲ ମିଶି) ଟି୨୦ ରେ ୧୦୦ ୱିକେଟ ପୁରା କଲେ।
୨- ୱେଷ୍ଟେଣ୍ଡିଜ ଟିମ ର ଭାରତ ବିରୋଧ ରେ ସବୁଠାରୁ ଛେଟ ସ୍କୋର ଥିଲା।
୩- ଖଲୀଲ ଅହମଦ ଡେବ୍ଯୁ ଟି୨୦ ରେ ମେଡେଲ ପାଇବା ପ୍ରଥମ ଭାରତୀୟ।
୪- ଦିନେଶ କାର୍ତ୍ତିକ ସର୍ବାଧିକ T-20 କ୍ଯାଚ ମାମଲା ରେ କୁମାର ସଂଗକର ଙ୍କୁ ପଛ ରେ ପକେଇ ଦେଇଛନ୍ତି।
୫- ରୋହିତ ଶର୍ମା କ୍ଯାପ୍ଟେନ, ଆରମ୍ଭ ରୁ ୧୦ ରୁ ୯ ଟି ଟି-୨୦ ଜିତିଥିବା ଦୁନିଆ ର ପ୍ରଥମ କ୍ଯାପ୍ଟେନ।