2019 Cricket World Cup: ଆଜି ଆମେ ଏମିତି ୫ଜଣ ଖେଳାଳୀ ଙ୍କ ବିଷୟ ରେ କହିବୁ ଯେଉଁ ମାନେ କି ୨୦୧୯ ବିଶ୍ବକପ ପରେ ସନ୍ଯାସ ନେବାକୁ ଘୋଷଣା କରିପାରନ୍ତି। ୨୦୧୯ ବିଶ୍ବକପ ତାଙ୍କର ଶେଷ ବିଶ୍ବକପ।
୫- ରସ ଟେଲର:
ଟେଲର ନ୍ଯୁଜଲ୍ଯାଣ୍ଡ ର କ୍ରିକେଟ ଟିମ ରଲଜଣେ ଭଲ ଖେଳାଳୀ। ୨୦୧୯ ବିଶ୍ବକପ ତାଙ୍କର ଶେଷ ବିଶ୍ବକପ ହୋଇପାରେ। ସେ ଶେଷ ଥର ପାଇଁ ଏବି ବିଶ୍ବକପ ଖେଳିବେ।
୪-ଶୋଏବ ମାଲିକ:
ମାଲିକ ପାକିସ୍ଥାନ ର ଜଣେ ବହୁତ ଭଲ ଖେଳାଳୀ। ସେ ୨୦୧୯ ବିଶ୍ବକପ ପରେ ସନ୍ଯାସ ନେବାକୁ ଘୋଷଣା କରିପୀରନ୍ତି।
୩-ଲାସିଥ ମାଲିଂଗା:
ମାଲିଂଗା କୁ କିଏ ନ ଜାଣେ, ସେ ଶ୍ରୀଲଙ୍କା କ୍ରିକେଟ ଟିମ ର ଖେଳାଳୀ। ନିଜର ବୋଲିଂ ଷ୍ଟାଇଲ ପାଇଁ ପୁରା ବିଶ୍ୱ ରେ ପ୍ରସିଦ୍ଧ, ସେ ବହୁତ ସମୟ ଧରି ନିଜ ଟିମ ରୁ ବାହର ବି ଥିଲେ। ୨୦୧୯ ହିଶ୍ବକପ ପରେ ସେ ଅନ୍ତଃରାଷ୍ଟ୍ରିୟ କ୍ରିକେଟ ଟିମ କୁ ଅଲବିଦା କହିପାରନ୍ତି।
୨-କ୍ରିସ ଗେଲ:
କ୍ରିସ ୱେଷ୍ଟେଇଣ୍ଡିଜ ଟିମ ର ଜଣେ ବିସ୍ଫୋଟକ ଖେଳାଳୀ ଯିଏ ନିଜର ବେଟିଂଗ ବଳରେ ଦୁନିଆ ର ସବୁ ବୋଲର ଙ୍କୁ ଡରଇ ପାରିଛନ୍ତି। ୨୦୧୯ ବିଶ୍ବକପ ପରେ ସେ ଟିମ ରୁ ବିଦାୟ ନେଇପାରନ୍ତି। ତା ପରେ ସେ ସନ୍ଯାଯ ଘୋଷଣା କରିପାରନ୍ତି।
୧-ମହେନ୍ଦ୍ର ସିଂହ ଧୋନି:
ଭାରତୀୟ ଟିମ ର ପୂର୍ବ ଏବଂ ସଫଳ କ୍ଯାପ୍ଟେନ ସହ ଜାଣେ ପ୍ରସିଦ୍ଧ ଖେଳାଳୀ। ୨୦୧୯ ବିଶ୍ବକପ ତାଙ୍କର ଶେଷ ବିଶ୍ବକପ ହୋଇପାରେ।
ଏହି ଖେଳାଳୀ ମାନଙ୍କ ମଧ୍ଯରୁ କାହାର ଅନୁପସ୍ଥିତି ଆପଣ ଙ୍କୁ ଭଲ ଲାଗିବନି କମେଣ୍ଟ ମାଧ୍ଯମ ରେ ଜଣାନ୍ତୁ।