ଅନ୍ତର୍ଜାତୀୟ T-20 ରୁ ବାହାର କରିଦିଆଗଲା ମହେନ୍ଦ୍ର ସିଂହ ଧୋନି ଙ୍କୁ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ..

ତୃତୀୟ ODI ମ୍ଯାଚ ଭାରତ ହାରିବା ପରେ ଧୋନି ଙ୍କୁ T-20 ମ୍ଯାଚ ରୁ ବାହାର କରିଦିଆଯାଇଛି। ଧୋନି ଙ୍କୁ ରେଷ୍ଟ ଦିଆଯାଇଛି ବୋଲି କୁହାଯାଉଥିବାରୁ ବିସିସିଆଇ ସୂତ୍ର ରୁ ଜଣାଯାଇଛି କି ତାଙ୍କୁ ବାହାର କରିଦିଆଯାଇଛି।

ଚିଫ ସିଲେକ୍ଟର ଏମସଏକ ପ୍ରସାଦ କହିଛନ୍ତି ଯେ ଅନ୍ଯ ୱିକେଟ କିପର ଖୋଜାଚାଲିଛି। ଧୋନି ଙ୍କ ପାଇଁ T-20 ର ଦ୍ବାର ଏବେ ମଧ୍ଯ ଖୋଲା ଅଛି। ମାହି ଙ୍କୁ ଏହା ମଧ୍ଯ କୁହାଯାଇଛି ଯେ ତାଙ୍କୁ ବିଜୟ ହଜାରେ ଟ୍ରୋଫି ରେ ଖେଳିବା ପାଇଁ। କିନ୍ତୁ ଧୋନି ଖେଳିବା ପାଇଁ ମନା କରିଦେଇଛନ୍ତି।

 

କିନ୍ତୁ ବିଶେଷ ସୂତ୍ର ରୁ ଖବର ମିଳିଛି ଯେ ଚୟନକର୍ତ୍ତା ତାଙ୍କୁ ରେଷ୍ଟ ଦେଇନାହାଁନ୍ତି,ବାହାର କରିଦେଇଛନ୍ତିି। ଏହାର କାରଣ ୨୦୨୦ ରେ ହେବାକୁ ଥିବା T-20 ବିଶ୍ବକପ ସେ ଖେଳିବେ କି ନାହିଁ ଏହା ସ୍ପଷ୍ଟ ନାହିଁ। ଚୟନକର୍ତ୍ତା ମାନେ ଆଗରୁ ଧୋନି ଙ୍କୁ କହିଦେଇଥିଲେ କି ବର୍ତମାନ କିଛି ନୂଆ ଵିକେଟ କିପର କୁ ଟିମ ରେ ଖେଳେଇ ତାଙ୍କ ପରୀକ୍ଷା ନେବା ନିହାତି ଆବଶ୍ୟକ, ଅଷ୍ଟ୍ରେଲିଆ ରେ ହେବାକୁ ଥିବା ଏହି ମ୍ୟାଚ ଖେଳିବା ଧୋନି ଙ୍କ ପାଇଁ କଷ୍ଟକର। ଏଥି ପାଇଁ ମ୍ଯାନେଜମେଣ୍ଟ ଓ ଚୟନ କର୍ତ୍ତା ଟିମ ଭାବିଚିନ୍ତି ନିଷ୍ପତି ନେଇଛନ୍ତି।

Leave a Reply