ଟିମ ଈଣ୍ଡିଆ ଏବଂ ୱସ୍ଟେ ଇଣ୍ଡିଜ ମଧ୍ଯରେ ପ୍ରଥମ ODI ମ୍ୟାଚ ରେ ବିରାଟ କୋହଲି ୪୨ ରନ କରୁ କରୁ ୨୦୧୮ ରେ ୨୦୦୦ ଇଅନ୍ତର୍ଜାତିୟ ରନ କରି ବିଶ୍ବ ରେକର୍ଡ ରେ ନିଜର ନାଁ କରିନେଲେ । ଆପଣ ମାନଙ୍କୁ ଜଣେଇ ଦେବୁ କି ୨୦୧୮ ରେ କହୋଲି ୨୦୦୦ ରନ ପୁରା କରିଥିବା ପ୍ରଥମ ଓ ଜଣେ ହିଁ ଖେଳାଳି ।
ଏକ ନଜର ପକାନ୍ତୁ ୨୦୧୮ ରେ ଅଧିକ ଅନ୍ତର୍ଜାତୀୟ ରନ କରିଥିବା ପ୍ରଥମ ୧୦ ଜଣ ଖେଳାଳି ଙ୍କ ଉପରେ:-
୧:-ଟିମ ଇଣ୍ଡିଆ ର କ୍ଯାପଟେନ କହୋଲି ୨୭ ଇଣ୍ଟରନେସନାଲ ମ୍ଯାଚ ରେ ୨୦୦୦ ରନ ପୁରା କରିବା ପରେ ୨୦୧୮ ରେ ପ୍ରଥମ ଖେଳାଳି ହୋଇଗଲେ ।
୨:-ଦ୍ବିତୀୟ ରେ ୧୬୯୯ରନ କରିଥିବା ଜୋ ରୂଟ ସାମିଲ ହୋଇଛନ୍ତି ।
୩:-ତୃତୀୟ ରେ ଜାନୀ ବେୟରସ୍ଟୀ ୧୫୭୬ ରନ କରିଛନ୍ତି ।
କହୋଲି ଭାଙ୍ଗିଲେ ୩ ଟି ବିଶ୍ବ ରେକର୍ଡ:
୧:- କହୋଲି ୨୦୧୮ ରେ ୨୦୦୦ ରନ କରିଥିବା ପ୍ରଥମ ଖେଳାଳି ।
୨:- କହୋଲି ବାରମ୍ବାର ୩ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ ରେ ୨୦୦୦ ରନ ପୁରା କରିଥିବା ଚତୁର୍ଥ ଖେଳାଳି ହେଇଗଲେ । ପ୍ରଥମ ରେ ସଚିନ ତେନ୍ଦୁଲକର ଅଛନ୍ତି ।
୩:- କହୋଲି ଗୋଟେ ବର୍ଷ ରେ ଅଧିକ ୨୦୦୦ ଅନ୍ତର୍ଜାତୀୟ ରନ କରିଥିବା ସଚିନ ତେନ୍ଦୁଲକର ଙ୍କ ସହ ଦିତୀୟ ସ୍ଥାନ ରେ ଅଛନ୍ତି । ସଚିନ ଏବଂ କହୋଲି ୫ ଥର ଏହା କରିଛନ୍ତି।