ବେଷ୍ଟଈଡିଜ ବିପକ୍ଷ ନିଜର ପ୍ରଥମ ଟେଷ୍ଟ ମ୍ଯାଚ ରେ ତୁଫାନୀ ଶତକ ହାସଲ କରି ଧମାଲ କରିଥିବା ପୃଥ୍ବୀ ଶାଁ ଙ୍କ ବିଷୟ ରେ ପ୍ରତେକ ଜାଗା ରେ ଚର୍ଚ୍ଚା ଚାଲିଛି । ୧୮ ବର୍ଷ ବୟସ ରେ ସେ ନିଜର ସ୍ଥାନ ଭାରତୀୟ କ୍ରିକେଟ ଦଳ ରେ ବନେଇ ପାରିଥିଲେ ।
ପ୍ରଥମ ମ୍ଯାଚ ରେ ହିଁ ଶାନଦାର ଶତକ ହାସଲ କରିବା ସଙ୍ଗେ ସଙ୍ଗେ ହିରୋ ହୋଇଯାଇଥିବା ପୃଥ୍ବୀ ଶାଁ ଙ୍କ ବିଷୟ ରେ ଆପଣମାନେ ବେଶି କିଛି ଜାଣିନଥିବେ । କିନ୍ତୁ ଆଜି ଆମେ କହିବୁ ସେ ୧୮ ବର୍ଷ ବୟସ ରେ କେତେ ସମ୍ପତି ର ମାଲିକ ।
ସେ ପ୍ରଥମ ରୋଜଗାର ୨୦୧୮ ଆଈପିଏଲ ରୁ କରିଥିଲେ । ଆଈପିଏଲ ୨୦୧୮ ରେ ଦିଲ୍ଲି ର ଡେୟରଡେବିଲ୍ସ ଟିମ ୧.୨ କୋଟି ଟଙ୍କା ରେ କିଣିନେଲେ । ଏହା ପରେ ସେ ପଛକୁ ବୁଲି ଚାହିଁ ନଥିଲେ ।ଭାରତୀୟ ଟିମ ଅଧିନରେ ୧୯ ବଲ୍ଡକପ ଜିତେଇବା ପରେ ତାଙ୍କୁ ଟାୟର ବନଉଥିବା ସବୁଠୁ ବଡ କମ୍ପାନୀ MRF ନିଜର ବ୍ରାଣ୍ଡଆମ୍ବାସଡର ଭାବେ ବିବେଚିତ କରିଥିଲା । ଅନୁମାନ କରାଯାଏ କି ଏହା ପାଇଁ ତାଙ୍କୁ ୨ କୋଟି ଧାନ ରାଶି ମିଳି ଥିଲା।
ଏହା ଛଡା ପୃଥ୍ବାୀ ଶାଁ ମୁମ୍ବାଇ ର ବହୁତ ଛୋଟବଡ କମ୍ପାନୀ ର ବ୍ରାଣ୍ଡ ପ୍ରମୋଶନ କରନ୍ତି । ଏହା ଛଡା ଘରୋଇ କ୍ରିକେଟ ଟିମ ରୁ ବି ଅଳ୍ପ ବହୁତ ଟଙ୍କା ମିଳିଯାଏ । ପୃଥ୍ବ ଶାଁ ବର୍ତ୍ତମାନ ଏବେ ୪କୋଟି ସମ୍ପତ୍ତି ର ମାଲିକ । ପୃଥ୍ବୀ ଶାଁ ଙ୍କ ବିଷୟ ରେ ଆପଣ ଙ୍କ ମତାମତ କମେଣ୍ଟ ମାଧ୍ଯମ ରେ ଜଣାନ୍ତୁ ।