ଭାରତୀୟ କ୍ରିକେଟ ଟିମ ର ୬ ଜଣ ଖେଳାଳି ଙ୍କୁ ମିଳିଛି ବଡ ବଡ ଚାକିରୀ। ସବୁଠାରୁ ବଡ ପଦବୀ ରେ ଏହି ଖେଳାଳି ଅଛନ୍ତି…

ଆଜି ଆମେ କହିବା ପାଇଁ ଯାଉଛୁ କି ଭାରତୀୟ କ୍ରିକେଟ ଟିମ ର କେଉଁ ଖେଳାଳି ଙ୍କୁ କେଉଁ ପଦବୀ ଦେଇଛନ୍ତି ଭାରତ ସରକାର ।

୬:- ଯୋଗିଁନ୍ଦେର ଶର୍ମା:

ଶର୍ମା ଭାରତୀୟ ଟିମ ରେ ବେଶି ଦିନ ଧରି ଖେଳି ନଥିଲେ ଏବଂ ବହୁତ ଜଲ୍ଦି ସେ ଟିମ ରୁ ବିଦାୟ ନେଇଥିଲେ । ବର୍ତ୍ତମାନ ସେ ହରିୟାନା ପୋଲିସ ବିଭାଗରେ ଡିସିପି ପଦବୀ ରେ ଅଛନ୍ତି ।

୫:- ହରଭଜନ ସିଂ:

ହରଭଜନ ସିଂ ଭାରତୀୟ ଟିମ ର ବହୁତ ଭଲ ଖେଳାଳି ଥିଲେ । ସେ ପଂଜାବ ପୋଲିସ ରେ ଡିଏସପି ପଦବୀ ରେ ଅଛନ୍ତି।

୪:-ଉମେଶ ୟାଦବ:

ଉମେଶ ୟାଦବ ଭାରତ ତରଫଙ୍କୁ ଜଣେ ଭଲ ବୋଲର ଭାବରେ ଖେଳୁଛନ୍ତି, ଭାରତ ସରକାର ତାଙ୍କୁ ଭାରତୀୟ ରିଜର୍ଭ ବ୍ଯାଙ୍କ ସହାୟକ ଅଫିସର ଭାବେ ନିଯୁକ୍ତି କରିଥିଲେ।

୩:-କପିଲ ଦେବ:

୧୯୮୩ ରେ ଭାରତ ର ପ୍ରଥମ ବିଶ୍ବକପ ଜିତାଇ ଥିବା କପିଲ ଦେବ ନିଜ ଟିମ ର ସବୁଠୁ ଭଲ ଖେଳାଳି ଭାବେ ସୁପରିଚିତ । ୨୦୦୮ ରେ କପିଲ ଦେବ ଙ୍କୁ ଭାରତୀୟ ସେନା ର ଲେପ୍ଟିନେଁଟ କଣ୍ଣଲ ପଦବୀ ଦିଆଯାଇଥିଲା ।

୨:-ସଚିନ ତେନ୍ଦୁଲକର:

ସଚିନ ଙ୍କୁ କ୍ରିକେଟ ଜଗତ ର ଭଗବାନ କହିଲେ କିଛି ଭୁଲ ହେବନି । ୨୦୧୦ ଇଣ୍ଡିୟାନ ଏୟାର ଫୋର୍ସ ର କ୍ଯାପ୍ଟେନ ହୋଇଥିଲେ । ସଚିନ ଏବେ ରାଜ୍ୟ ସଭା ରେ ରହି ଦେଶ ସେବା କରିଛନ୍ତି ।

୧:-ମହେନ୍ଦ୍ର ସିଂହ ଧୋନି:

ଧୋନି ଭାରତ କ୍ରିକେଟ ଟିମ ର ପୂର୍ବତନ ଅଧିନାୟକ ଥିଲେ । ସେ ଭାରତୀୟ ସେନାର ଲେପ୍ଟିନେଟ ଭାବେ ନିଯୁକ୍ତ ପ୍ରାପ୍ତ । ସେ କ୍ରିକେଟ ରୁ ସମୟ ବାହାର କରି ଭାରତୀୟ ସେନା ର ଯୁବକ ମାନଙ୍କ ସହ ଦେଖା କରନ୍ତି । ସେ ଏହା ପୂର୍ବ ରୁ ରେଲଓ୍ବେ ରେ ଚାକିରୀ କରୁଥିଲେ ।

Leave a Reply