କବର ଭିତରେ ପଶି ମୃତ ମହିଳାଙ୍କ ସହ ଦୁଷ୍କର୍ମ , ସତରେ ଶୁଣିବାକୁ ଟିକେ ଅଜୀବ ଲାଗୁନି.. ହାହା ଅଜୀବ ଲାଗୁଥିଲେ ବି ଏଇଟା ନୀଚ୍ଚକ ସତ ଘଟଣା ଆଜ୍ଞା ହଁ . ଆଜିକୁ ଠିକ ୬ ବର୍ଷ ଆଗରୁ ଗୋଟେ ଏମିତି ମାମଲା ସାମ୍ନା କୁ ଆସିଲା ଯାହା ପୁରା ଦୁନିଆ କୁ ଚମକେଇ ଦେଇ ଥିଲା , ଏହି ଘଟଣା ମଣିଷ ଓ ପଶୁ ଭିତରେ ସେ ଫରକ ବି ରଖି ନଥିଲା, ମଣିଷ ଏମିତି ବି ହେଇ ପାରେ ତାହା କେହି ଜାଣି ନଥିଲେ , ଲୋକ ମାନେ ଏମିତି ଏକ ଲୋକ କୁ ଧରି ଥିଲେ ସେ ଖାଲି ଅପରାଧ କରିନଥିଲା ତା ସହ ଏମିତି ଲଜ୍ୟାଜନକ କାମ କରି ଥିଲା ଯାହା କି ଗୋଟେ ପୁରୁଷ ଜାତି ପାଇଁ ଗୋଟେ କଳଙ୍କ.
ସତ କଥା କହିବାକୁ ଯାଉଛୁ ସେ ଲୋକ ଏମିତି ଏକ ନର ପିଶାଚ ଯେ କି ପାଖ ପାଖି ୫୦ ଜଣ ମୃତ ଝିଅ ଙ୍କ ସହ ଦୁଷ୍କର୍ମ କରିଛି , ଘଟଣା ଟି ଏହି ପ୍ରକାର – ସେ ଲୋକ ପାକିସ୍ତାନ ର ସରୋଗାଢ଼ ର ରହିଲା ବାଲା ମହମ୍ମଦ ଋଆଜ଼ ପାଖ ପାଖି ଏକ କବରସ୍ଥାନ ରେ ୧୦ ବର୍ଷ ହେଲା ଗଛ ରେ ପାଣି ଦେବା କାମ କରି ଆସୁଥିଲା ଏହାଭିତରେ କବରସ୍ଥାନ ଭିତରେ ଥିବା ପାଖ ପାଖି ୬୦ ମୃତ ମହିଳା ଙ୍କ ଶବ ସହ ଦୁଷ୍କର୍ମ କରିଥିଲା.
ତା ସହ ଆଉ ଜଣେ ବି ଥିଲା ସେ ଆଉ ତା ସାଙ୍ଗ ମୃତ ମହିଲା ମାନଙ୍କ ପରିବାର ଯେତେ ବେଳେ ତାଙ୍କ ର ସମ୍ପର୍କୀୟା ମହିଳା ଙ୍କୁ ପୋତି କି ଯାଉଥିଲେ କବରସ୍ଥାନ ରେ ଏମାନେ ଲକ୍ଷ କରୁଥିଲେ ଓ ସେମାନେ ଗଲା ପରେ କବର ରୁ ଶବ ବାହାର କରି ମନ ଇଚ୍ଛା ଦୁଷ୍କର୍ମ କରୁଥିଲେ ଓ ତାପରେ ପୁଣି ପୋତି ଦେଉଥିଲେ ଏହିପରି ଭାବେ ୧୦ ବର୍ଷ ହେଲା ଏମାନେ କରି ଆସୁଥିଲେ.
କିନ୍ତୁ କିଛି ଘଟଣା ବଶତଃ ତା ସେ ସାଥି ମରି ଗଲା କିନ୍ତୁ ତାପରେ ବି ସେ ଏକା ଏକା ନିଜେ ୧୦ ଜଣ ଙ୍କୁ ଦୁଷ୍କର୍ମ କରିଛି ବୋଲି ଗୋଟେ ଟିଭି ଚାଁନେଲ reportor କୁ କହିଲା କିନ୍ତୁ ଶେଷ ଥର ଯାହା ସହ ସେ ଦୁଷ୍କର୍ମ କଲା ତା ଶବ ସହ ସମ୍ପର୍କ ରଖିବା ସମୟ ରେ ସେ ଶବ ଆଖି ରୁ ନିଆଁ ବାହାରିବାର ଦେଖି ସେ ଭୟ ପାଇ ଗଲା ଆଉ ଚିଲାଲେଇକି ଦୌଡିଲା ବେଳେ ଗାଁ ଲୋକ ଙ୍କ ହାବୁଡ଼ା ରେ ପଡିଗଲା ଓ ତାର ସବୁ କଲା କାରନାମା ର ପରଦା ଫର୍ଶ ହେଲା
ଦେଖନ୍ତୁ ଭିଡିଓ.