ରାତି ରେ ଶୋଇବା ଆଗରୁ ମାତ୍ର ୨ ଟା ଲବଙ୍ଗ ଖାଇ କି ସୋଇ ଯାନ୍ତୁ.. ସକାଳେ ଯାହା ହେବ ଆପଣ ସତରେ ଚମକିଯିବେ..

ହଁ ସାଙ୍ଗ ମାନେ ହୁଏତ ଆପଣ ମାନେ ଜାଣି ନଥିବେ କିନ୍ତୁ ଆୟୁର୍ବେଦ ର ଚମତ୍କାରୀ ଉପଯୋଗୀତା ଯାହା ପୁରାଣ ସମୟ ରୁ ଚାଲି ଆସୁଛି , ଆୟୁର୍ବେଦ ରେ ସବୁ ପ୍ରକାର ତତ୍ୱ ରହିଛି ଓ ସବୁ ରୋଗ ର ପ୍ରତିକାର . ତ ଆସନ୍ତୁ ଜାଣିବା ଲବଙ୍ଗ ବିଷୟରେ ଯାହା କୁ ଆମେ ରୋଷେଇ ରେ ଗୋଟେ ମସଲା ଭାବ ରେ ବେବହାର କରୁ , ଏହାର ର ପ୍ରୟୋଗ ରେ କହିବା ବହୁତ ସ୍ୱାଦିଷ୍ଟ ଆଉ ସୁଗନ୍ଧ ମାୟା ହୋଇଥାଏ , ଲବଙ୍ଗ ଭିତରେ ପ୍ରଚୁର ମାତ୍ର ରେ ଏମିତି ପୋଷକ ତତ୍ୱ ରହିଛି ଯାହା ଆମ ଶରୀର ପାଇଁ ବହୁତ ଉପଯୋଗୀ .

ଆଜି ମୁ ଆପଣ ଙ୍କୁ ଏମିତି ଏକ ଜବରଦସ୍ତ ଫାଇଦା ବିଷୟରେ କହିବି ଯାହା ଆପଣ ଆଗରୁ ଜାଣି ନଥିବେ – ପେଟ ରୋଗ ସମ୍ବନ୍ଧୀ ସମସ୍ୟା –

ଲବଙ୍ଗ ଭିତରେ ପ୍ରଚୁର ମାତ୍ର ରେ ଫାଇବର ଓ ଅନ୍ୟ ପୋଷକ ତତ୍ୱ ମିଳିଥାଏ , ଯଦି ଆପଣ ରାତି ରେ ୨ ଟା ଲବଙ୍ଗ ଖାଇ ଗୋଟେ ଗିଲାଶ ପାଣି ପି ଦେଉଛନ୍ତି ତ ପେଟ ସମ୍ବନ୍ଧୀ ସବୁ ରୋଗ ଦୂର ହୋଇଯିବ ଯଥା ଗ୍ୟାସ, ଏସିଡ଼ିଟି , କୋଂସ୍ଟିପିଏସନ ସମସ୍ୟା ଆଦି.

ହାଡ ରେ ହେଉଥିବା ଯନ୍ତ୍ରଣା – ଯଦି ଆପଣ ଚୋବେଇ ରାତି ସମୟରେ କିଛି ଲବଙ୍ଗ ଖାଇ ଦେଉଛନ୍ତି କିଛି ସମୟ ଭିତରେ ହାଡ ରେ ହେଉଥିବା ଯନ୍ତ୍ରଣା ରୁ ଉପଶମ ମିଳିବ , ଖାସ କରି ବୟସ୍କ ବ୍ୟକ୍ତି ମାନେ ଯାହାଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ରହିଛି ତାଙ୍କ ପାଇଁ ଏହା ସର୍ବୋଉତ୍ତମ

Leave a Reply

Your email address will not be published. Required fields are marked *