ଆଜି ଯାଏ କେହି ବି ଟେଷ୍ଟ କ୍ରିକେଟ ର ଏହି ୫ଟି ରେକର୍ଡ କୁ ଭାଙ୍ଗି ପାରି ନାହାନ୍ତି – ଆଉ ଜଣା ନାହିଁ ଏହା କେବେ ଭାଙ୍ଗିବ

ବୀରେନ୍ଦ୍ର ଶେହବାଗ – ଭାରତ ର ବିସ୍ଫଷ୍ଟକ ଖେଳାଳି ବୀରେନ୍ଦ୍ର ଶେହବାଗ ଙ୍କୁ ତ ଆପଣ ସବୁ ଜାଣିଥିବେ ,ସେହବାଗ ଙ୍କ ନାମରେ ୨ ଥର ଟେଷ୍ଟ ମେଚ ରେ ଛକ୍କା ମାରି ଇଂନିଙ୍ଗସ ଆରମ୍ଭ କରିବା ରେକର୍ଡ ଅଛି।

ସାଧାରଣ ତ ଟେଷ୍ଟ match ରେ ଖେଳାଳି ପ୍ରଥମ ball କୁ ଡେ଼ଫେନ୍ସ କରିଥାନ୍ତି ତେଣୁ ଶେହବାଗ ଙ୍କର ଏହି ରେକର୍ଡ କୁ ଭାଙ୍ଗିବାକୁ କେହି ଚେଷ୍ଟା କରି ନାହାନ୍ତି ଆଉ ଏହା ଭାଙ୍ଗିବା ବି ବହୁତ ମୁସ୍କିଲ.

ରାହୁଲ ଦ୍ରାବିଡ଼ – ରାହୁଲ ଦ୍ରାବିଡ଼ ଙ୍କୁ କ୍ରିକେଟ ଭାଷା ରେ WALL OF INDIA କୁହାଯାଏ , ସେ ୧୬୪ ଟେଷ୍ଟ ମେଚ ଖେଳି ଟୋଟାଲ ୩୨୨୫୮ ବଲ ର ସାମ୍ନା କରିଛନ୍ତି ,ଏହା ଆଜି ଯାଏ କୌଣସି ବ୍ୟାଟ୍ସମ୍ୟାନ ପାଇଁ ଖେଳିବା ମୁସ୍କିଲ , ସେଥିପାଏ ଏହା ବି ଗୋଟେ ବିଶ୍ୱ ରେକର୍ଡ , ଭବିଷ୍ୟତ ରେ ହୁଏତ କେହି ଏହା କୁ ଭାଙ୍ଗି ପାରିବ.

ସଚିନ ତେନ୍ଦୁଲକର – ଭାରତୀୟ କ୍ରିକେଟ ର କିମ୍ବଦନ୍ତି ବ୍ୟାଟ୍ସମ୍ୟାନ ସଚିନ ଙ୍କୁ ଏମିତି କ୍ରିକେଟ ର ଭଗବାନ କୁହାଯାଏନି , ସଚିନ ONEDAY ଓ TESTMATCH ରେ ସବୁଠୁ ବେଶୀ ରନ କରି ଥିବା ବ୍ୟାଟ୍ସମ୍ୟାନ ର ରେକର୍ଡ କରିଛନ୍ତି , ସଚିନ ଟେଷ୍ଟ ମଟଚ ରେ ଟୋଟାଲ ୫୧ ଶତକ ଲଗେଇଛନ୍ତି , ଓ ଏହା ଆଜି ଯାଏ କୌଣସି ବ୍ୟାଟ୍ସମ୍ୟାନ ପାଇଁ ଏହା ବଡ challange.

ବ୍ରେନ ଲାରା – West INDIES ର ଏହି ପୂର୍ବତନ କ୍ରିକେଟ ମସିହା ଙ୍କ ନାମ ରେ ବହୁତ ଅଲଗା ପ୍ରକାର ର ରେକର୍ଡ ଅଛି , ଲାର ଙ୍କ ନାଁ ରେ ଗୋଟେ ଟେଷ୍ଟ ମେଚ ରେ ନିଜେ ୪୦୦ ରନ ର ଇଂନିଙ୍ଗସ ଖେଳିବାର ରେକର୍ଡ ଅଛି ,ଯାହା ଆଜି ଯାଏ କେହି ଛୁଇଁ ବି ପାରି ନାହାନ୍ତି.

ସାର ଡାନ ବ୍ରାଡ଼ମାନ – ଟେଷ୍ଟ କ୍ରିକେଟ ର ମହାନ ତମ ଖେଲାଡୀ ସାର ଡାନ ବ୍ରାଡ଼ମାନ ଟୋଟାଲ ୫୨ ଟେଷ୍ଟ Match ରୁ ୬୯୯୬ RUN କରିଥିଲେ , ଯାହା କି ୯୯.୯୪ ଭଳି ଶ୍ଵାନଦାର strike Rate ରେ , ଆଜି ଯାଏ ଏହି STRIKE Rate ର ପାଖ ପାଖି ବି କୌଣସି ବ୍ୟାଟ୍ସମ୍ୟାନ ପହଂଚି ପାରିନି . ହୁଏତ ଟେଷ୍ଟ କ୍ରିକେଟ ର ବାକି ସବୁ ରେକର୍ଡ ଭାଙ୍ଗି ହୋଇଯାୟୀ ପରେ କିନ୍ତୁ ସତରେ ଏହି ରେକର୍ଡ ଭାଙ୍ଗିବା ବହୁତ କଷ୍ଟ କର

Leave a Reply