ପ୍ରିୟଙ୍କା ଙ୍କ ପାଇଁ ଅଣିଥିବା ଏହି ଗିଫ୍ଟ ପାଇଁ, ନିକ ବନ୍ଦ କରି ଦେଇଥିଲେ ନିଉୱର୍କ ର ଏହି ଷ୍ଟୋର କୁ।

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସଲମାନ ଙ୍କ ଫିଲ୍ମ ଭାରତ ରୁ ନିଜ ନାମ କୁ ହଟେଇ ଦେଇଛନ୍ତି, ଯାହା ପରେ ସେ ଏବେ ପୁଣି ଚର୍ଚା ରେ। ହଲିଉଡ଼ ର ପ୍ରସିଦ୍ଧ ଗାୟକ ନିକ ଜନସ ଙ୍କ ସହ ସେ ବିବାହ ବନ୍ଧନ ରେ ବାନ୍ଧି ହେଇପାରନ୍ତି। ମାତ୍ର ଏହାକୁ ନେଇ ଦୁଇ ଜଣ ତରଫରୁ କୌଣସି ଅଧିକରିକ ଘୋଷଣା ହେଇ ନାହିଁ।

ପ୍ରିୟଙ୍କା ଆଉ ନିକ କୁ ନେଇ କି ମିଡିଆ ରିପୋର୍ଟ ଅନୁସାରେ ଗୋଟେ ରୋମାଂଚକ କାହାଣୀ ସାମ୍ନା କୁ ଆସିଛି। ଏହି ରିପୋର୍ଟ ଅନୁସାରେ କୁହାଯାଉଛି ଯେ , ପ୍ରିୟଙ୍କା ଚୋପ୍ରା ଙ୍କ ୩୬ ଜନ୍ମଦିନ ଅବସରରେ ନିକ ତାଙ୍କୁ ଲଣ୍ଡନ ରେ ପ୍ରୋପଜ କରିଥିଲେ। ସୋସିଆଲ ମିଡିଆ ରେ କିଛି ଫୋଟ ବି ଭାଇରଲ ହେଇଚି। ସେ ଫୋଟୋ ରେ ପ୍ରିୟଙ୍କା ଆଉ ନିକ ଲଣ୍ଡନ ରେ ନଜରକୁ ଆସିଥିଲେ।

ସବୁ ଖବରକୁ ମାନିବା ତାହାଲେ ପ୍ରିୟଙ୍କା ଆଉ ନିକ ଙ୍କ ପ୍ରେମ କାହାଣୀ କୋ ଫିଲ୍ମ ଠାରୁ କମ ନୁହେଁ। ଖବର ଅନୁସାରେ ରୋମାଂଚକ କଥା ଏହା ଯେ, ନିକ ପ୍ରିୟଙ୍କା ଙ୍କୁ ପ୍ରୋପଜ କରିବା ପାଇଁ ଜୋ ରିଙ୍ଗ କୁ ଚୟନ କରିଥିଲେ, ସେଥିପାଇଁ ସେ ଆମେରିକା ର ନିଉୱର୍କ ସହର ର ପ୍ରସିଦ୍ଧ ଟିଫନି ଷ୍ଟୋର କୁ ପୁରା ବନ୍ଦ କରି ଦେଇଥିଲେ। ସେ ବହୁତ ମହଙ୍ଗା  ପ୍ରିୟଙ୍କା ପାଇଁ କିଣିଥିଲେ।

ସଲମାନ ଖାଁ ଷ୍ଟାରର ଅଲି ଅବାସ ଜାଫର ଙ୍କ ନିର୍ଦେଶନ ରେ ତିଆରି ହଉଥିବା ଫିଲ୍ମ ଭାରତ ରେ ପ୍ରିୟଙ୍କା କାମ କରିବାକୁ ଯାଉଥିଲେ। ମାତ୍ର ଜାଫର ଙ୍କ ଟ୍ୱିଟ ରେ ଜଣାପଡିଲା କି ପ୍ରିୟଙ୍କା ଏହି ଫିଲ୍ମ ରେ ଭାଗ ନେଉ ନାହାନ୍ତି। ସେ ଟ୍ୱିଟ ପଡ଼ିଲା ପରେ ପ୍ରିୟଙ୍କା ଫିଲ୍ମ ଛାଡିବାର କାରଣ ନିକ ଙ୍କ ସହ ବିବାହ ବୋଲି ଅନୁମାନ କରା ଯାଉଛି।

ଆସୁଥିବା କାଲି ହି କହିପାରିବେ କଣ ସତ ଆଉ କଣ ମିଛ। ଆଉ ପ୍ରିୟଙ୍କା ନିକ ସହ ବିବାହ କରିବେ କି ନାହିଁ।

Leave a Reply