Whats app କହିବ ଅପଣଙ୍କୁ ଲୋନ ମିଳିବ କି ନାହିଁ, ଆପଣଙ୍କୁ କରିବାକୁ ହବ ଏହି କାମ।

Whats app ଜରିଆରେ ଲୋକମାନେ ବର୍ତମାନ ଜାଣିପାରିବେ କି ତାଙ୍କୁ ଲୋନ ମିଳିବାର ସମ୍ଭାବନା କେତେ। ଆଜି କାଲି ର ବ୍ୟସ୍ତ ଜୀବନ ରେ ଆମ ପାଖରେ ସମୟ ନଥାଏ ବେଙ୍କ କୁ ଯାଇ ଲୋନ କଥା ବୁଝିବା ପାଇଁ। ଆମ ମନରେ ଗୋଟେ ପ୍ରଶ୍ନ ଥାଏ କି ଲୋନ ଆପ୍ଲିକେସନ ମଞ୍ଜୁର ହବ ନା ନାହିଁ।

CIBIL ସ୍କୋର:

କୌଣସି ପ୍ରକାରର ଲୋନ ନେବାକୁ ହେଲେ ଆପଣଙ୍କୁ ନିଜର ସିବିଲ ସ୍କୋର କୁ ଅନୁସନ୍ଧାନ କରିବାକୁ ପଡେ। ଯଦି ଆପଣଙ୍କ ସିବିଲ ସ୍କୋର ଭଲ ଅଛି ତ ଆପଣଙ୍କୁ ସହଜ ରେ ଲୋନେ ମିଳିଯିବ। ସାଧାରଣତଃ ସିବିଲ ସ୍କୋର ୩୦୦ ଠାରୁ ୯୦୦ ଭିତରେ ରହିଥାଏ। ଜଦି ଆପଣଙ୍କ ସ୍କୋର ୩୦୦ ଅଛି ତାହାଲେ ଲୋନ ମିଳିବା ବହୁତ୍ କଷ୍ଟ ହବ। ଯଦି ୯୦୦ ପାଖା ପାଖି ଅଛି ତାହାଲେ ଲୋନେ ସହଜରେ ମିଳିଯିବ।

Wishfin ନାମକ ଗୋଟେ କମ୍ପାନୀ whats app ଜରିଆ ରେ ସିବିଲ ସ୍କୋର ଜାଣିବାର ସୁବିଧା ଦେଇଛି। କମ୍ପାନୀ ସେଥିପାଇଁ whats app ସହ ସନ୍ଧି କରିଛି।

Whats app ରୁ ଏମିତି ଜାଣିପାରିବେ ସିବିଲ ସ୍କୋର:

ଷ୍ଟେପ ୧ : ଏଥିପାଇଁ ସର୍ବ ପ୍ରଥମେ ଅପଣଙ୍କୁ ୮୨୮୭୧୫୧୧୫୧ ଏହି ନମ୍ବର କୁ ମିସ କଲ ଦେବାକୁ ପଡିବ।

ଷ୍ଟେପ ୨: ମିସ କଲ ଦେଲା ପରେ ଆପଣଙ୍କ ନମ୍ବର ରେ whats app ଚାଟ ଆପେ ଆପେ ଯୋଡି ହେଇଯିବ।

ଷ୍ଟେପ ୩ : ଆପଣ ଆପଣଙ୍କ ସବୁ ସୂଚନା ଦେବାକୁ ପଡିବ। PAN କାର୍ଡ ନମ୍ବର ବି ଦେବାକୁ ପଫିବ। ଅପଣଙ୍କ ସବୁ ସୂଚନା ସୁରକ୍ଷିତ ରହିବ।

ତାପରେ ଆପଣଙ୍କୁ ନିଜର ସିବିଲ ସ୍କୋର ଜଣା ପଡିଯିବା

Leave a Reply

Your email address will not be published. Required fields are marked *