ଭାରତର ପୂର୍ବ ଅଧିନାୟକ ଧୋନି ବହୁତ ପ୍ରସିଦ୍ଧ ଆଉ ଧନୀ ବ୍ୟକ୍ତି ମଧ୍ୟରେ ଅଟନ୍ତି। ସେ ପୂର୍ବ ବର୍ଷ ୨୦୧୭-୧୮ ରେ ଝାରଖଣ୍ଡ ଆଉ ବିହାର ର ଉଚତମ କରଦାତା ହେଇ ଯାଇଛନ୍ତି। ଯିଏ ଆୟକର ୧୨.୧୭ କୋଟି ଟଙ୍କା ଦେଇଛନ୍ତି। ୨୦୧୬-୧୭ ରେ ଧୋନି ଆୟକର ରୂପରେ ୧୦.୯୩ କୋଟି ଟଙ୍କା ଦେଇଥିଲେ ମାତ୍ର ସେ ସମୟରେ ସେ ଉଚତମ ବ୍ୟକ୍ତି ନଥିଲେ।
ବିରାଟ କୋହଲି ଆଉ ସଚିନ ଟେନ୍ଦୁଲକର ପରେ ଧୋନି ସବୁଠୁ ଅଧିକ ଆୟ କରୁଥିବା ଭାରତୀୟ କ୍ରିକେଟର ଅଟନ୍ତି। ଫୋକ୍ସ ଇଣ୍ଡିଆ ର ସୁଚି ଅନୁସାରେ ଧୋନି ଙ୍କ ଆନୁମାନିକ ଆୟ ୬୩.୭ କୋଟି ଟଙ୍କା ଥିଲା ଆଉ ସେ ୨୦୧୭ ରେ ୮ ସ୍ଥାନ ରେ ଥିଲେ।
ଧୋନି ସେବନ ନାମକ ଗୋଟେ ବ୍ରାଣ୍ଡ ର ମାଲିକ ଅଟନ୍ତି ଆଉ ସେ ହକି ଇଣ୍ଡିଆ ଲିଗ ଟିମ ରାଞ୍ଚି କିରଣ ଙ୍କ ସହ ମାଲିକ ଅଟନ୍ତି।