କେତେ ଥର ପ୍ରକୃତି ନିଜର ଏମିତି ରୂପ ଦେଖାଏ, ଯାହାକୁ ବୁଝିବା ମଣିଷ ପାଈଁ ସମ୍ଭବ ନଥାଏ। ଏମିତି ହିଁ ଗୋଟେ ଘଟଣା ହେଇଥିଲା 17 ବର୍ଷ ପୂର୍ବେ ଭାରତ ର କେରଳ ରାଜ୍ୟ ରେ, ଯାହାର ସତ୍ୟତା ଆଜି ବି କେହି ଠିକ ସେ ଜାଣିନାହାନ୍ତି। ଆମେ କଥା ହଉଛେ କେରଳ ରେ ହେଇଥିବା ରକ୍ତ ର ବର୍ଷା ବିଷୟରେ।
5 ଜୁଲାଇ 2001 ରେ କେରଳ ରେ ଲାଲ ରଙ୍ଗ ର ବର୍ଷା ହେଇଥିଲା, ଯାହାର କାରଣ ଆଜି ଯାଏ କେହି ଜାଣନ୍ତି ନାହିଁ।
ବୈଜ୍ଞାନିକ ମାନଙ୍କ ମତ ରେ ନିର୍ମାଲିଖିତ କାରଣ ହେଇପାରେ…..
ପାଣି ରେ ଥିଲା ଜୀବନ ହେବାର ସଂକେତ:
ଜୋ ଦିନ କେରଳ ରେ ଲାଲ ରଙ୍ଗ ର ବର୍ଷା ହେଇଥିଲା, ସେ ଦିନ କେରଳ ବସି ସବୁଜ ଆଉ ହଳଦିଆ ରଙ୍ଗ ର ବର୍ଷା ବି ହେବା ଦେଖିଥିଲେ। ବୈଜ୍ଞାନିକ ମାନଙ୍କ ମାନେ ତ ବାତାବରଣ ରେ ଅଧିକ ପ୍ରଦୂଷଣ ପାଇଁ ଏମିତି ବର୍ଷା ହେଇଚି ବୋଲି ଜଣ ପଡିଲା।
ପରେ ଏହି ପାଣି ର ଟେଷ୍ଟ କରାଗଲା ପରେ result ଦେଖି ସମସ୍ତ ଙ୍କ ହୋସ ଉଡ଼ିଗଲା। ଏହି ପାଣିରେ ଜୀବନ ଥିବାର ସଂକେତ ବୈଜ୍ଞାନିକ ମାନଙ୍କୁ ମିଳିଥିଲା।
ତାପରେ ହେଲା DNA ଟେଷ୍ଟ: ପାଣି ରେ ଜୀବନ ହେବାର ସଂକେତ ମିଳିଲା ପରେ ବୈଜ୍ଞାନିକ ମାନେ ଭାବିଲେ ଯଦି ରକ୍ତ ଅଛି ପାଣିରେ ତ DNA ବି ଥିବ, ମାତ୍ର DNA ଟେଷ୍ଟ ରେ ଅସଫଳ ହେଲେ, ବୈଜ୍ଞାନିକ ମାନଙ୍କୁ କୌଣସି DNA ପାଣି ରେ ମିଳି ନଥିଲା।
2012 ରେ ପୁଣି ଥରେ DNA ଟେଷ୍ଟ ହେଲା, ତାପରେ ବୈଜ୍ଞାନିକ ମାନଙ୍କୁ 6 ପ୍ରକାର ର DNA ମିଳିଲା। ଏମିତି ରେ ଅନ୍ତରାଷ୍ଟ୍ରୀୟ ବିବାଦ ଆରମ୍ଭ ହେଇଗଲା, କିଛି ଲୋକ କହିଲେ ଏହି ରକ୍ତ ର ବର୍ଷା ପଛରେ ନିଶ୍ଚୟ ଭାବେ Alien ର କିଛି ସମ୍ୱନ୍ଧ ଅଛି। ମାତ୍ର ଏବେ ଯାଏ ଏହା ଜଣାପଡିନି କି ଲାଲ ବର୍ଷା କେମିତି ଆଉ କଣ ପାଈଁ ହେଲା…..