ଜୀବନରେ 144 ଥର ରକ୍ତ ଦେଇଥିବା ଅନ୍ନଦା ଏବେ ନିଜେ ରକ୍ତହୀନତା ରୋଗର ଶୀକାର,ଖବର ପଢି ହାତ ବଢାଇଲେ ମୁଖ୍ୟମନ୍ତ୍ରୀ
ଅନେକ ଜୀବନ ବଞ୍ଚାଇଛନ୍ତି। ହେଲେ ନିଜେ ଏବେ ରକ୍ତ ପାଇଁ ବଞ୍ଚିବାର ରାହା ଖୋଜୁଛନ୍ତି କେନ୍ଦ୍ରପାଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଦଳୀବଣ ଗାଁର ଅନ୍ନଦା ମଳିକ। ରକ୍ତରେ ତାଙ୍କର ହେମୋଗ୍ଲୋବିନ ମାତ୍ରା କମିକମି ଆସୁଛି। ଡାକ୍ତର କହୁଛନ୍ତି ତୁରନ୍ତ ରକ୍ତ ନନେଲେ …
ଜୀବନରେ 144 ଥର ରକ୍ତ ଦେଇଥିବା ଅନ୍ନଦା ଏବେ ନିଜେ ରକ୍ତହୀନତା ରୋଗର ଶୀକାର,ଖବର ପଢି ହାତ ବଢାଇଲେ ମୁଖ୍ୟମନ୍ତ୍ରୀ Read More