ଏମ ଏସ ଧୋନି ବିହାର ଆଉ ଝାରଖଣ୍ଡ ରେ ସବୁଠୁ ଅଧିକ Tax ଦେଇଥିବା ବ୍ୟକ୍ତି ହେଇ ଯାଇଛନ୍ତି। ସେ ବହୁତ ଅଧିକ ଟଙ୍କା Tax ରୂପେ ଦେଇଛନ୍ତି।
ଭାରତର ପୂର୍ବ ଅଧିନାୟକ ଧୋନି ବହୁତ ପ୍ରସିଦ୍ଧ ଆଉ ଧନୀ ବ୍ୟକ୍ତି ମଧ୍ୟରେ ଅଟନ୍ତି। ସେ ପୂର୍ବ ବର୍ଷ ୨୦୧୭-୧୮ ରେ ଝାରଖଣ୍ଡ ଆଉ ବିହାର ର ଉଚତମ କରଦାତା ହେଇ ଯାଇଛନ୍ତି। ଯିଏ ଆୟକର ୧୨.୧୭ କୋଟି ଟଙ୍କା ଦେଇଛନ୍ତି। …
ଏମ ଏସ ଧୋନି ବିହାର ଆଉ ଝାରଖଣ୍ଡ ରେ ସବୁଠୁ ଅଧିକ Tax ଦେଇଥିବା ବ୍ୟକ୍ତି ହେଇ ଯାଇଛନ୍ତି। ସେ ବହୁତ ଅଧିକ ଟଙ୍କା Tax ରୂପେ ଦେଇଛନ୍ତି। Read More