ଜ୍ୟୋତିଷଶାସ୍ତ୍ର ଅନୁସାରେ କାଲିଠୁ କିଛି ରାଶିଙ୍କର ସାଢେସାତି ସରିଯିବ ଫଳରେ କିଛି ରାଶିର ଲୋକଙ୍କର ଭାଗ୍ୟରେ ସାମାନ୍ୟ ପରିବର୍ତ୍ତନ ହେବ। କିଛି ଲୋକଙ୍କ ଜୀବନ ଉଜ୍ଜ୍ବଳ ହେବା ସହ ସୁଖମୟ ହେବ। ଏହା ସହ ତାଙ୍କର ଅଧିକାଂଶ ସମସ୍ୟା ଦୂର ହୋଇଯିବ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବ।

ଜ୍ୟୋତିଷଶାସ୍ତ୍ର ଅନୁସାରେ କାଲିଠୁ କନ୍ୟା ଓ ବୃଷ ରାଶିର ସାଢେସାତୀ ସରିଯିବ। ଉଭୟ ରାଶିର ଲୋକଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହୋବ। ଏମାନଙ୍କ ଜୀବନରେ ଭଲ ଦିନ ଆସିବ ତଥା ଦୈନିକ ଜୀବନ ସୁଖମୟ ହେବ। ମାନ ସମ୍ମାନରେ ବୃଦ୍ଦି ହେବ। ଶନିଦେବଙ୍କ କୃପା ସର୍ବଦା ଜୀବନରେ ରହିବ।

ଏବଂ ମକର ଓ କୁମ୍ଭ ରାଶିର ଲୋକଙ୍କ ଜୀବନରେ କାଲିଠୁ ଅନେକ ପରିବର୍ତ୍ତନ ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ପରିବାରରେ ଖୁସିର ବାତାବରଣ ଦେଖାଯିବ। ମିଥୁନ ଓ ତୁଳା ରାଶି- କାଲିଠୁ ଉଭୟ ରାଶିର ଲୋକଙ୍କ ଶୁଭ ଦିନ ଆରମ୍ଭ ହେବ। ଏହି ରାଶିର ଲୋକଙ୍କ ଭାଗ୍ୟରେ ଆଜିଠୁ ଅନେକ ପରିବର୍ତ୍ତନ ହେବ। ଉଭୟ ରାଶିର ଲୋକେ ସଫଳତା ହାସଲ କରିବେ। ଉଭୟ ରାଶିର ଲୋକଙ୍କ ପରିବାରରେ ସୁଖ, ଆର୍ଥିକ ସ୍ଥିତିବୃଦ୍ଧି ହେବ।