୧୪ ଅକ୍ଟୋବର ପରେ ମାତା ଲକ୍ଷ୍ମୀ ଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ

୧୪ ଅକ୍ଟୋବର ପରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ ଯାହା ଫଳରେ ମାତା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କ ଜୀବନରେ ପରିବର୍ତନ ହେବାରେ ଲାଗିବ । ମାତା ଲକ୍ଷ୍ମୀ ଙ୍କ ନାମ ନେଇ ଯେଉଁ ଭି କାମ କରିବେ କାମ ଆପଣଙ୍କ ସଫଳ ହେବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ । ଏବଂ କଣ ସତର୍କତା ଅବଲମ୍ବନ କରିବା ଦରକାର ଆସନ୍ତୁ ଜାଣିବା ।

ମେଷ ରାଶିରେ ଶତ୍ରୃ ଭାବରେ ଶୁକ୍ର ଗ୍ରହ କାରଣରୁ ସ୍ବାସ୍ଥ୍ୟ ସମସ୍ୟା ପରିଲକ୍ଷିତ ହେବ । ମେଷ ରାଶିର ବ୍ୟକ୍ତି ମାନେ ଗୁପ୍ତ ଶତ୍ରୃ ଙ୍କଠାରୁ ସତର୍କ ରହିବେ ଏବଂ ଋଣ ନେଣ- ଦେଣ ମାମଲାରୁ ମଧ୍ୟ ଦୂରେଇ ରୁହନ୍ତୁ ଏବଂ ସାବଧାନତା ସହିତ ଗାଡ଼ି ଚଲାନ୍ତୁ । କନ୍ୟା ରାଶି ଥିବା ବ୍ୟକ୍ତି ଙ୍କ ପାଇଁ ସ୍ବାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ରହିବ । ଚକ୍ଷୁ ରୋଗ ଏବଂ ଗୁପ୍ତ ରୋଗ ହୋଇପାରେ । ବ୍ୟବସାୟ ଦୃଷ୍ଟିରୁ ଭଲ ରହିବ ।

ଅଟକିଥିବା ଧନ ମିଳିବ । ତୁଳା ରାଶି ଥିବା ବ୍ୟକ୍ତି ଙ୍କ ପାଇଁ ଦ୍ବାଦଶ ଶୁକ୍ର ବିଦେଶ ଯାତ୍ରା ଏବଂ ଭୌତିକ ବସ୍ତୁ କିଣାକିଣି କରିବେ । ବାପା ମାଆ ଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ଏବଂ ଆପଣଙ୍କ ଯୋଜନାକୁ ଗୋପନ ରଖନ୍ତୁ । ମକର ରାଶିରେ ଭାଗ୍ୟ ଭାବରେ ଶୁକ୍ର ଙ୍କ ଗୋଚର ଅତ୍ୟନ୍ତ ଫଳଦାୟକ, ସ୍ଥାନ ପରିବର୍ତ୍ତନ ସହିତ ବିଦେଶୀ ମିତ୍ର ଙ୍କଠୁ ଲାଭ ଏବଂ ବିଦେଶ ଯାତ୍ରାର ଯୋଗ ମିଳିବ ।

କୁମ୍ଭ ରାଶିରେ ଅଷ୍ଟମ ଭାଗ ରେ ଶୁକ୍ର ସାମାଜିକ ପ୍ରତିଷ୍ଠା ବୃଦ୍ଧି କରିବେ କିନ୍ତୁ ସ୍ବାସ୍ଥ୍ୟ ଦୃଷ୍ଟିରୁ ବିପରୀତ ପ୍ରଭାବ ପଡ଼ିବ, ଏଥିପାଇଁ ସାବଧାନ ରୁହନ୍ତୁ । ମିଥୁନ ରାଶିରେ ଚତୁର୍ଥ ଭାବଗତ ଶୁକ୍ର ମାନସିକ ଅଶାନ୍ତି ଦେବେ, ବାହନ ଏବଂ ଘର କିଣିବାର ଯୋଗ ରହିଛି ।

Leave a Reply