୧୮ ବର୍ଷରୁ ପର୍ନ ଇଣ୍ଡଷ୍ଟ୍ରିରେ ୨୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ୩୫ ବର୍ଷ ଅଷ୍ଟ୍ରେଲିଆନ ମହିଳା ପର୍ନ ଷ୍ଟାର ମେଡିସନ ମିସିନା ଗୋଟେ ଇଣ୍ଟରଭିଉରେ ପର୍ନ ଫିଲ୍ମର ସୁଟିଂ ପୂର୍ବରୁ କଣ ହଉଛି ? ସେ ବିଷୟରେ ଖୋଲିକି କହିଲେ । ସେ ବିଷୟରେ ବୋଧହୁଏ କେହି ଲୋକ ଜାଣିଥିବେ ।

ମେଡିସନ କହିଲେ ଯାହା ଆପଣ ଭାବୁଛନ୍ତି । ପର୍ନ ଫିଲ୍ମର ଦୁନିଆ ସମ୍ପୂର୍ଣ ଓଲଟା । ପର୍ନ ଫିଲ୍ମରେ କାମ କରିବା ସହଜ ନୁହଁ । ଆମେ ଗୋଟେ ମେସିନ ପରିକା ଲଗାତାର କେତେ ଘଣ୍ଟା କାମ କରୁ । ମେସିସନ ତାଙ୍କର ଅଭିଜ୍ଞତା ବିଷୟରେ କହିଲେ ଜଣେ ମହିଳା ପର୍ନ ଷ୍ଟାରକୁ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ସ୍ଟୁଡ଼ିଓରେ ପହଁଚିବାକୁ ପଡେ ।

ସେଠାରେ କାଗଜପତ୍ର କାମ ପରେ ୧ ଘଣ୍ଟା ହେୟାର ଓ ମେକପରେ ଟାଇମ ଲାଗିଯାଏ । ସବୁ ପର୍ନ ଫିଲ୍ମର ସୁଟିଂ ପୂର୍ବରୁ ଆଧାରିତ ସ୍କ୍ରିପ୍ଟ ହିସାବରେ ଫୋଟୋସୁଟ ହୁଏ । ଯାହାଦ୍ୱାରା ସୁଟ ହେବାକୁଥିବା ସିନ ଆମକୁ ମନେ ରହିଯାଏ । ପଟୋଗ୍ରାଫି ସମୟରେ ସ୍ଟିଡ଼ିଓରେ ବହୁତ ଲୋକ ଉପସ୍ଥିତ ଥାନ୍ତି ।

ଫୋଟୋଗ୍ରାଫି ହେବା ପର୍ଯ୍ୟନ୍ତ ପୁରୁଷ ଷ୍ଟାର ସୁଟିଂ ପାଇଁ ପହଁଚିଯାନ୍ତି । ତାପରେ କେତେ ଘଣ୍ଟା ପର୍ଯ୍ୟନ୍ତ ଫିଲ୍ମର ସୁଟିଂ କରାଯାଏ । ସୁଟିଂ ସାରିବା ପରେ ପୁଣିଥରେ ଫୋଟୋଗ୍ରାଫି କରିକି ଦିନର କାମ ଶେଷ ହୁଏ । କେତେଥର ୧୨ ଘଣ୍ଟାଭି ହେଇଯାଏ ।