ଲୋକସଭା ୨୦୧୯ ହୋଇସାରିଛି ଓ ଫଳାଫଳ ବି ଆସି ସାରିଛି, ଜିତିଥିବା ସାଂସଦ ମାନେ ବି ପହଂଚି ସାରିଛନ୍ତି। ଜନତା ସେମାନଙ୍କର ରିପୋର୍ଟ କାର୍ଡ ପୁଣି ୫ ବର୍ଷ ରେ ଦେବେ। କିନ୍ତୁ ଓଡିଶା ର ପୁରୀ ସାଂସଦ ପିନାକୀ ମିଶ୍ର ଏମିତି ଫଇସଲା କରିଛନ୍ତି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଇ ପୁରୀ ର ସାଂସଦ ପିନାକୀ ମିଶ୍ର ଯିଏ କି ବିଜେପି ର ସାଂସଦ ପାର୍ଥି ସମ୍ବିତ ପାତ୍ର କୁ ୧୧ ହଜାର ଭୋଟ ରେ ହରାଇଥିଲେ।
କଣ କହିଲେ ପିନାକୀ :
ପିନାକୀ ମିଶ୍ର ନିଜର ଟ୍ୱିର୍ଟର ରେ ଏମିତି ଏକ ପୋଷ୍ଟ କଲେ କି ଆପଣ ମାନକର ହୋସ ଉଡିଯିବ। ସେ ପୋଷ୍ଟ କଲେ ସାଂସଦ ରୂପେ ୫ ବର୍ଷ ରେ ମିଳୁଥିବା ସମସ୍ତ ଟଙ୍କା କୁ ସେ ଦାନ କରୁଛନ୍ତି। ସେ ଦାନ ଦେଇଥିଲେ ବର୍ତମାନ ହୋଇଥିବା ଫନି ବାତ୍ୟା ରେ ପ୍ରଭାବିତ ହୋଇଥିବା ପୁରୀ ଜନତାକୁ ଦାନ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ରିଲଫ ଫାଉଣ୍ଡ କୁ ଦାନ କରିଛନ୍ତି ଓ ଏହା ସହିତ ବୋନାଶ ବି ଦାନ କରିଛନ୍ତି। ଏହାର ଅର୍ଥ ସାଂସଦ ପିନାକୀ ମିଶ୍ର ଆର୍ଥିକ ଲାଭ ନେବେ ନାହିଁ।
ସାଂସଦ ପିନାକୀ ମିଶ୍ର ନିଜର ଦୈନିକ ଭତା ବି ଦାନ କରିଛନ୍ତି ଏହାକୁ ସମସ୍ତ ମହଲରେ ସ୍ୱାଗତ କରାଯାଇଛି।
ବିଜେପି ର ସାଂସଦ ପାର୍ଥି ସମ୍ବିତ ପାତ୍ର କୁ ହରାଇବା ଦ୍ୱାରା ବିଜେପିକୁ ଶକ୍ତ ଚାପୁଡ଼ା ଲାଗିଛି କାହିଁକିନା ସମ୍ବିତ ପାତ୍ର ବିଜେପି ର ଜଣେ ରାଜନେତିକ ସେଲେବ୍ରିଟୀ ଥିଲେ ଓ ପିନାକୀ ମିଶ୍ର ହରାଇବା ଦ୍ୱାରା ଏହା ଏମିତି ହେଲା ଯେ ଯାହା ବଜାରରେ ଦେଖାଯାୟ ତାହା ସବୁବେଳେ ବିକେନା।
ବର୍ତମାନ ଏଇ ଫଇସଲା ନେଇ ପିନାକୀ ମିଶ୍ର ୨୦୨୪ ରେ ହେବାକୁ ଥିବା ଭୋଟ କୁ ବିଗୁଲ ଦେଇସାରିଛନ୍ତି। ଓ ପିନାକୀ ମିଶ୍ର ନେଇଥିବା ଫଇସଲା ସ୍ୱାଗତ ଯୋଗ୍ୟ ଅଟେ।