ନିତା ଅମ୍ବାନୀ ସହିଦଙ୍କ ପିଲାମାନଙ୍କୁ ଦେଲେ ଏହି ଉପହାର ଏହା ଦେଖି ସମସ୍ତେ କଲେ ତାଙ୍କ ପ୍ରଶଂସା ।

ଅଶୋକ ଅମ୍ବାନୀ ଏବଂ ଶ୍ଲୋକା ମେହତା ଙ୍କ ବିଭାହରେ ଅମ୍ବାନୀ ପରିବାର ଭାରତୀୟ ଯବାନଙ୍କ ସହ ବିବାହ ଧୂମଧାମ ରେ ମନେଇଥିଲେ । ଏଥି ପାଇଁ ଏକ କାର୍ଯ୍ୟକମ କରାଯାଇଥିଲା । ନିତା ଅମ୍ବାନୀ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଏହି ଉତ୍ସବରେ ଭାରତର ସେନା ,ପରମିଲେଟରି ଫୋର୍ସ ,ମୁମ୍ବାଇ ପୋଲିସ ,ରେଲୱେ ପ୍ରୋଟେକ୍ସନ ,ର ହଜାର ସଂଖ୍ୟର ଯୋଗ ଦେଇଥିଲେ ।

ଏହି ସମାବେଶ ମୁମ୍ବାଇ ର ବିକଶି ରେ ଧିରୁଭାଇ ଅମ୍ବାନୀ ଙ୍କ ପରିସରରେ କରାଯାଇଥିଲା ସେଠାରେ ମ୍ୟୁଜିକାଲ ଫାଉଣ୍ଟେନ ଏବଂ ଡ୍ୟାନ୍ସ ଫାର୍ମେଶନ ଭି କରାଯାଇଥିଲା । ଏହି ଉତ୍ସବ ସେନା କୁ ସଂମ୍ମାନ କରିବାପାଇଁ ଆୟୋଜନ କରାଯାଇଥିଲା । ନିତା ଅମ୍ବାନୀ କହିଥିଲେ ଯେ ଆମ ଦେସକୁ ରକ୍ଷା କରୁଥିବା ବୀର ସୈନିକ ସହ ସମସ୍ତ ଫୋର୍ସ ଆସିଥିବା ଏବଂ ସେହି ଉତ୍ସବ ରେ ସାମିଲୀ ହୋଇ ଖୁସି ମନେଇଥିବା ଯୋଗୁ ନିତା ଅମ୍ବାନୀ ବହୁତ ଖୁସି ଅନୁଭବ କରିଛନ୍ତି ବୋଲି କହିଥିଲେ ।

ଏବଂ କହିଥିଲେ ଯେ ଆମର ବୀର ଯବାନ ଓ ସମସ୍ତ ସେନା ଓ ମୁମ୍ବାଇ ପୋଲିସ ଯାହା ପାଇଁ ଆମେ ଗର୍ବ ଅନୁଭବ କରୁଛୁ ସେମାନେ ଆକାଶ ଓ ଶ୍ଲୋକା କୁ ଆଶ୍ରିବାଦ ଓ ଶୁଭ କାମନା ଜଣେଇଥିବା ରୁ ବହୁତ ବହୁତ ଭାବନାତ୍ମକ ଭାବେ ଖୁସି ଅନୁଭବ କରିଛି ବୋଲି କହିଥିଲେ । ସେଥିପାଇଁ ସେ ହୃଦୟରୁ କୃତଜ୍ଞତା ଜଣେଇଛନ୍ତି ଏବଂ କହିଛନ୍ତି ଆପଣକଂ ପରିବାର ପୁରା ଦେଶର ପରିବାର ଏବଂ ଏହାସହ ନିତା ଅମ୍ବାନୀ ଏକ ବଡ ଉପହାର ଦେଇଛନ୍ତି ।

ଏବଂ କହିଛନ୍ତି ଯେ ରିଲାଏନ୍ସ ଫାଉଣ୍ଡେସନ ଆମଦେଶରେ ସହିଦ ଯବାନ ଙ୍କ ପିଲାଙ୍କୁ ପଢିବା ସହ ଚାକିରୀ ପ୍ରଦାନ କରାଯିବ ଏବଂ ଜୀବନ ରେ ସବୁ ପ୍ରକାର ସୁବିଧା ପ୍ରଦାନ କରାଯିବ ଘୋଷଣା କରିଥିଲେ ।

Leave a Reply