55 ଫୁଟ ଲମ୍ବା ଆଉ 20 କିଲୋ ଚୁଟି ଏହି ମହିଳା ଙ୍କ। 25 ବର୍ଷ ହେଲାଣି କେବେ ବି ଚୁଟି କୁଣ୍ଡେଇ ନାହାନ୍ତି।

ଆପଣ ମାନେ tv ରେ ଦେଖିଥିବେ, କୋ ଝିଅ ର ବହୁତ ଲମ୍ବା ଚୁଟି । ମାତ୍ର ଏମିତି ସତରେ ଗୋଟାଏ ଝିଅ ଅଛି ଆମେରିକା ରେ ଯାହାର ସମସ୍ତ ଙ୍କ ଠୁ ଅଧିକ ଲମ୍ୱା ଚୁଟି। ତାଙ୍କ ନାଁ ଆଶା ଆଉ ସ୍ୱାମୀ ନାଁ ଅମନୁଏଲ।

 

ଆପଣ ମାନେ ଜାଣି କି ଆଶ୍ଚର୍ଯ୍ୟ ହେବେ, ଆଶା ଙ୍କ ଚୁଟି 55 ଫୁଟ ଲମ୍ବା ଆଉ 20 kg ଓଜନ ଅଛି। ସେ ବାହାହେଲେ ଏମିତି ଗୋଟେ ଲୋକୋ କୁ ଯିଏ hair dresser ।

 

ଆଶା ଙ୍କ ସ୍ୱାମୀ ଙ୍କୁ ତାଙ୍କ ଚୁଟି ସାଇତି କରିବା ପାଈଁ ସପ୍ତାହ କୁ 2 ଦିନ ଲାଗି ଯାଉଛି। ତାଙ୍କ ମନରେ world record କରିବା ପାଈଁ ଇଛା ଅଛି।
ଆଶା ଙ୍କ ଚୁଟି ରେ ଗୋଟେ ଥର ରେ 6 bottle sampu ଲାଗିଯାଏ ଆଉ ଚୁଟି କୁ ସୁଖେଇ ବ ପାଇଁ 2 ଦିନ ସମୟ ଲାଗେ। ଡକ୍ଟର ତାଙ୍କୁ ଚୁଟି କାଟିବା ପାଇଁ ଉପଦେଶ ଦେଇଛନ୍ତି କାରଣ ଅଧିକ ଚୁଟି ଲାଗି, ବେକ ଆଉ କାନ୍ଧ ରେ କଷ୍ଟ ଅନୁଭବ ହୁଏ।

 

ଆଶା ଚୁଟି କାଟି ବାକୁ ଚାହୁଁ ନାହାନ୍ତି, କାରଣ ଏହି ଚୁଟି ହିଁ ତାଙ୍କ ଅୟ ର ରାସ୍ତା। ଏହି ଚୁଟି ଦ୍ଵାରା ସେ ମାସରେ ଭଲ income କରି ପାରନ୍ତି। ସେ ନିଜ ଚୁଟି ଲାଗି ବହୁତ ପ୍ରସିଦ୍ଧ।

 

ଆଶା କୁହନ୍ତି ଯେ ସେ bed ରେ ଶୋଇଲା ବେଳେ ଚୁଟି କୁ ତଳେ ହି ଚଡି ଦିଅନ୍ତି। ତାଙ୍କୁ ସୋଇବାରେ ଅସୁବିଧା ହବ ସେଥିପାଇଁ।

Leave a Reply