ବିଙ୍ଗ କମାଣ୍ଡର ଅଭିନନ୍ଦନ ଙ୍କୁ ପାକିସ୍ତାନ ସେନା ଧରିନେଇଥିବା ପରେ ଡର ରେ ଥିଲା ପାକିସ୍ତାନ,ହଠାତ ସେତେବେଳେ ଆମେରିକାର ଏହି ଉଛ ପଦସ୍ତୀ ଆର୍ମି ଅଫିସର ଦୁଇଜଣ ପାକିସ୍ତାନ ର ଆର୍ମି କୁ ଧମକ ଦେଇ ଏହା କହିଥିଲେ ଯେ ବିନା କୌଣସି ସର୍ତ୍ତରେ ଭାରତୀୟ ପାଇଲଟ କୁ ନିଜ ଦେଶ ଭାରତକୁ ପଠାଇବାପାଇଁ ଯାହା ଏବେ ଏକ ନୂଆ ଷ୍ଟୋରୀ ଶୁଣିବାକୁ ମିଳୁଛି ।
ଇକୋନମିକ୍ସ ଟାଇମ୍ସ ଖବର କାଗଜ ଅନୁସାରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ର ମୁଖ୍ୟ କମାଣ୍ଡର ଜେନେରାଲ ଜୋସେଫ ମୋଟେଲ ଏବଂ ଆମେରିକା ର ରାଷ୍ଟ୍ରୀୟ ସୁରକ୍ଷା ଅଫିସର ଜନ ବୋଲ୍ଟନ ଆର୍ମି ଚିଫ ଜେନେରାଲ କାମର ଯାବେଦ ବାଜବା ସହ ଫୋନେ ଯୋଗେ କଥା ହୋଇ ଥିଲେ ଏବଂ ଅଭିନନ୍ଦନ ଙ୍କୁ ପାକିସ୍ତାନ ରୁ ତୁରନ୍ତ ଭାରତ କୁ ପଠାଇବାକୁ ଆଦେଶ ଦେଇଥିଲେ।
ସେପଟେ ପାକିସ୍ତାନ ର ଆର୍ମି ଛିପ ଙ୍କ ସହ ଜୋସେଫ ମୋଟେଲ ଙ୍କ ସମ୍ପର୍କରେ ଥିବା ସମୟରେ ଅନ୍ୟ ପକ୍ଷରେ ଆମେରିକା ର NSA ସହ ଜନ ବୋଲ୍ଟନ ଭାରତ ର ଅଜିତ ଢ଼ୋମ୍ବଲ ଙ୍କ ସହ ସମ୍ପର୍କ ରଖିଥିଲେ। ଅଭିନନ୍ଦନ ଙ୍କୁ ପାକିସ୍ତାନ ରୁ କବଜାରୁ ଆଣିବା ପାଇଁ ମୁଖ୍ୟ ଭୂମିକା ଥିଲା ବୋଲି ବର୍ତମାନ ଜଣା ପଡିଛି।
ଆତଙ୍କବାଦୀ ସଂଗଠନ ଶିବିର ଥିବା ପାକିସ୍ତାନ ବିରୁଦ୍ଧରେ ଭାରତ କରିଥିବା ଏଇର ଷ୍ଟ୍ରାଇକ କୁ ଆମେରିକା ସମର୍ଥନ କରିଥିଲା ବୋଲି ଆମେରିକାର ସେଣ୍ଟ୍ରାଲ କମାଣ୍ଡ ର କମାଣ୍ଡର ଜେନେରାଲ ଜୋସେଫ ମୋଟେଲପାକିସ୍ତାନ ର ଆର୍ମି ଚିଫ ଏବଂ ଜେନେରାଲ ଜୁବେର ମହମୁଦ ଙ୍କ ସହ କଥା ହୋଇ ଭାରତ କରିଥିବା ଏଇର ଷ୍ଟ୍ରାଇକ କୁ ସିଧାସଳଖ ଭାବେ ସମର୍ଥନ କରିଛି ବୋଲି କହିଥିଲେ।
ସେପଟେ ପାକିସ୍ତାନ ତରଫରୁ ମଧ୍ୟ ଆମେରିକା କୁ କୁହାଯାଇଥିଲା ଯେ ପାକିସ୍ତାନ ସରକାର ଉପରେ ଆନ୍ତରିକ ଚାପ ପକାଇ ଭାରତୀୟ ପାଇଲଟ ଅଭିନନ୍ଦନ ଙ୍କୁ ବିନା କୌଣସି ସର୍ତ୍ତରେ ଭାରତ କୁ ପଠାଯାଉ ବୋଲି ବାଧ୍ୟ କରାଯାଉଛି ।