ସେଉ ର ମଞ୍ଜି ଖାଇଲେ ଆପଣ ଙ୍କ ମୃତ୍ୟୁ ହେଇପାରେ, ଏତିକି ଶୁଣି ଆପଣ ହୁଏତ ଡ଼ରୁ ଥିବେ କି ବିଭିନ୍ନ ପ୍ରକାର ଚିନ୍ତା କରୁଥିବେ , କିନ୍ତୁ ଏବେ ଏହାକୁ ନେଇ ବୈଜ୍ଞାନିକ ମାନେ ପରୀକ୍ଷା କରି ଯାହା ପାଇଛନ୍ତି ତାହା ସତରେ ଆପଣ ଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ, ଆସନ୍ତୁ ଜାଣିବା ପୁରା ଘଟଣା କଣ..
ଜଣେ ଡ଼କ୍ଟର ଙ୍କ ପାଖକୁ ଗୋଟେ ଅଜିବ ରୋଗୀ ଆସି ପହଁଚିଲା ଓ ତାହାର ପରୀକ୍ଷା କଲା ପରେ ଜଣାପଡିଲା ତା ଦେହରେ ସାଇନାଇଡି ର ମାତ୍ରା ବହୁତ ପରିମାଣ ରେ ଅଛି ଓ ଏହାର କିଛି ସମୟ ଭିତରେ ସେ ମରିଗଲା ଓ ତା ଘର ଲୋକ କହିଲେ କି ସେଉ ଯୋଗୁଁ ସେ ମରିଚି, କିନ୍ତୁ ଏଇ କଥା ର ସତ୍ୟ ତା ପ୍ରମାଣ ପାଇଁ ଯେତେ ବେଳେ ସେଉ ର ମଞ୍ଜି ଲେବ କୁ ପଠାଗଲା ତେବେ ବହୁତ ଆଶ୍ଚର୍ଯ୍ୟ ଜନକ ତଥ୍ୟ ମିଳିଲା.
ସେଉ ର ମଞ୍ଜି ରେ AMYGDALIN ନାମକ ପଦାର୍ଥ ଅଛି ଯାହା ଆମ digestive system କୁ ଗଲା ପରେ ଗୋଟେ ପ୍ରକାର ରିଏକ୍ସନ ହୁଏ ଓ ସେଥିରୁ hydrogen cynide ପରି ବିଷ ଉତ୍ପନ୍ନ କରେ ଯାହା ଆମକୁ ଗୋଟେ ସେକଣ୍ଡ ରେ ମାରିଦେବ , କିନ୍ତୁ କଣ ଏହା ସମ୍ଭବ କି ସେଉ ର ମଞ୍ଜି ଆମେ ଯଦି ଖାଇ ଦେବା ଆମେ ମରିଯିବା?
ସାଙ୍ଗ ମାନେ ଡରିବା ଦରକାର ନାହିଁ କାରଣ ଗୋଟେ ସେଉ ର ମଞ୍ଜି ରେ ଯେତିକି ପରିମାଣ ରେ AMYGDALIN ଅଛି ତାହା ଆମକୁ ମାରିବାକୁ ଯଥେଷ୍ଟ ନୁହେ , ଆଉ ଯଦି ଆମେ ସେଉ ର ମଞ୍ଜି ଗିଳି ଦେବା ତାହାଲେ କିଛି ହବନି , ହଁ ଯଦି ଆମେ ଚୋବେଇ କି ଖାଇବା ତାହାଲେ ଏହା ବିଷ ହୋଇ ଯାଏ , ଗୋଟେ ସୁସ୍ତ ମଣିଷ କୁ ମାରିବାକୁ ୧୫୦ ରୁ ୧୦୦୦ ମଞ୍ଜି ଖାଇବାକୁ ହବ ଓ ତାକୁ ଚୋବେଇ ଖାଇବାକୁ ହବ ତାହାଲେ ତାହା ଯାଇଁ ଆମ ଏ ଶରୀର ରେ ପ୍ରଭାବ ପକେଇବ.
ଦେଖନ୍ତୁ ଭିଡ଼ିଓ ଆଉ ନିଶ୍ଚିତ ଭାବେ ଶେୟର କରନ୍ତୁ ଓ ସମସ୍ତଙ୍କୁ ଜଣାନ୍ତୁ.