ମହିଳା ମାନେ ପାଦ ରେ ପିନ୍ଧିଥିବା ମୁଦି ହଜିବା ଦ୍ବାରା କଣ ପାଇଁ ସ୍ବାମୀ ଋଣ ଆଉ କଷ୍ଟ ରେ ବୁଡି ଯାଆନ୍ତି ?

ବନ୍ଧୁଗଣ ଗହଣା ସମସ୍ତ ଙ୍କ ର ପ୍ରିୟ କିନ୍ତୁ ଖାସ କରି ମହିଳା ମାନଙ୍କର ବହୁତ ପ୍ରିୟ ହେଇଥାଏ। ବିବାହିତ ମହିଳା ମାନେ ଅନେକ ପ୍ରକାର ଗହଣା ପିନ୍ଧନ୍ତି। ଗୋଡ ର ମୁଦି ମହିଳା ମାନେ ନିହାତି ପିନ୍ଧିବା ଆବଶ୍ଯକ। ଶିଙ୍ଗାର ର ଏହା ଅନ୍ତିମ ଆଭୂଶଣ କୁହାଯାଏ।

କିନ୍ତୁ ଆପଣ ଜାଣିଛନ୍ତି କି ଗୋଡ ରେ ମୁଦି କଣ ପାଇଁ ପିନ୍ଧାଯାଏ?

ଦୁଇ ଆଙ୍ଗୁଠି ମଝି ଆଙ୍ଗୁଠି ରେ ପିନ୍ଧିବା ର ମାନ୍ଯତା ରହିଛି। ଗୋଡ ରେ ରୂପା ମୁଦି ପିନ୍ଧିବା ଦ୍ବାରା ମାନସିକ ଶାନ୍ତି ଆସିଥାଏ। ଗୋଡ ର ମୁଦି ହଜିବା ଦ୍ବାରା ଅଶାନ୍ତି ଦେଖା ଦେଇଥାଏ। ସ୍ବାମି ଙ୍କ ସ୍ବାସ୍ଥ ରେ ଅସୁବିଧା ଦେଖା ଦେଇଥାଏ। ପାଦ ରେ ସବୁବେଳେ ରୂପା ମୁଦି ପିନ୍ଧିବା ଆବଶ୍ଯକ।

ସୁନା କିମ୍ବା ରୂପା ହଜିବା ଦ୍ବାରା ଅନେକ ଅସୁବିଧା ହୋଇଥାଏ। ଶାସ୍ତ୍ର ଅନୁସାରେ ସୁନା ଓ ରୂପା ଗୁରୁ ଗୃହ ର ପ୍ରଭାବ ରହିଛି। ଏଣୁ ସୁନା ଓ ରୂପା ହଜିଲେ କିମ୍ବା ପାଇଲେ ଗୁରୁ ଗୃହ ଉପରେ ପ୍ରଭାବ ପଡେ।

ଆମ ତଥ୍ଯ କିପରି ଲାଗିଲା କମେଣ୍ଟ ମାଧ୍ଯମରେ ଜଣାନ୍ତୁ।

Leave a Reply