ବନ୍ଧୁଗଣ ମଣିଷ ଜୀବନ ରେ ଭାଗ୍ଯ ବଦଳିବା ଆଗରୁ କିଛି ସଂକେତ ମିଳିଥାଏ । ଆସନ୍ତୁ ଜାଣିବା ଆଜି ଏମିତି କିଛି ସଂକେତ ବିଷୟରେ । ଘରେ ପାରା ବସା ବନେଇଲେ ଆମେ ସେ ବସା କୁ ଫୋପାଡି ଦିଅନ୍ତି। ଏହା କରିବା ଆଗରୁ ଜାଣି ରଖିବା ଧଳା ପାରା ବସା ବହୁତ ଶୁଭ ହୋଇଥାଏ । ଏହା ଜ୍ଜ୍ଯତିଷ ଶାସ୍ତ୍ର ରେ ମଧ୍ଯ କୁହାଯାଇଛି ।
ଯଦି ଆପଣଙ୍କ ଘରେ ଧଳା ପାରା ବସା ବନେଇଛି ତ ଏହା କୁ ନ ଫିଙ୍ଗି ସୁରଖିତ ରଖନ୍ତୁ । କାରଣ ଏହା ଶୁଭ ସଂକେତ । ଏହା ପାଇଁ ଘରେ ସୁଖ ଶାନ୍ତି ର ବାତାବରଣ ରହିବ, ଟଙ୍କା ପଇସା ର ଅସୁବିଧା ଦୂର ହେବ।ପାରା ରୁ ଦାନା ପାଣି ଦେବା ଉଚିତ। ଯଦି ଧଳା ପାରା ବସା ବନେଇଛି ତ ଏହାର ମାନେ ଆପଣଙ୍କୁ ଜଲ୍ଦି ସଫଳତା ମିଳିବ । ସବୁଠୁ ବଡ କଥା ହେଲା କି ଭାରତୀୟ ଜ୍ଯାତିଷ ଶାସ୍ତ୍ର ରେ ମଧ୍ଯ ପାରା କୁ ଶୁଭ ମାନାଯାଏ।
ଯଦି ଧଳା ରଙ୍ଗର ପାରା ର ଯୋଡି କୁ ଚିତ୍ର କରି ଘରର କୌଣସି କାନ୍ଥ ରେ ଅଙ୍କନ କରାଯାଏ ଏବଂ ଯଦି ଚାନ୍ଦି ରେ ତିଆରି ପାରା ଯୋଡି କୁ ଘରେ ରଖ ଯାଏ ତାହାଲେ ଘରେ ଥିବା ସବୁ ନକାରାତ୍ମକ ଉର୍ଜା ସମାପ୍ତ ହେଇଯାଏ।
ଆମ ତଥ୍ଯ କିପରି ଲାଗିଲା କମେଣ୍ଟ ମାଧ୍ଯମ ରେ ଜଣାନ୍ତୁ ।