ନିତିଦିନିଆ ଜୀବନ ରେ ଆମେ ମୂଳା କୁ ଗୋଟେ ଭଲ ପରିବା ଭାବେ ଗ୍ରହଣ କରି ଥାଉ , ମୂଳା କୁ ଖାଇଲା ବେଳେ ଆମେ ଜାଣିପାରୁନା କି ଏହି ମୂଳା ଭିତରେ କେତେ ଓଷଧୀୟ ଗୁଣ ଅଛି ବୋଲି. ଆପଣ ଭୂଲନ୍ତୁନି ଏହା ବହୁତ କାମିକା , ଆପଣ ଯଦି ନିତିଦିନିଆ ଖାଇବାରେ ମୂଳା କୁ ସାମିଲ କରିବେ ତାହାଲେ କ୍ୟାନ୍ସର , ବ୍ଲଡ଼ପ୍ରେସର , ଡାଇବେଟିସ , ଏହି ଭଳି ରୋଗ ଦୂର ହେଇଯିବ , ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ବିଷୟରେ.
୧- କ୍ୟାନ୍ସର ର ସମ୍ଭାବନା ଦୂର ହେବ – ଆଜ୍ଞା ହଁ , ଏଥିରେ ବିପୁଳ ମାତ୍ର ରେ ଫଲିକ ଏସିଡ ଥାଏ ଓ ଭିଟାମିନ ସି ଏବଂ ଏଂଥୋକାଇମିଂ ଥାଏ ଯାହା କ୍ୟାନ୍ସର ସହ ଲଢ଼ି ବାକୁ ବହୁତ ଉପଜୟୀ. ମୂଳା ଖାଇଲେ ଆମେ ମୁହଁ, ପେଟ , ଆଂତ , କିଡନୀ କ୍ୟାନ୍ସର ରୁ ମୁକ୍ତ ରଖେ.
୨-ଥଣ୍ଡା ସର୍ଦି ରୁ ମୁକ୍ତି – ମୂଳା ଖାଇଲା ବେଳେ ଥଣ୍ଡା ଲାଗିଲେ ମଧ୍ୟ ଏହା ଥଣ୍ଡା ସର୍ଦି ରୁ ଆମକୁ ଦୁରେଇ ରଖେ , ଏଥିରେ ଯେଉଁ ଏସିଡ ଅଛି ତାହା ଆମର ଇମ୍ୟୁନିଟି ସିଷ୍ଟମ କୁ ଠିକ ରଖିବାରେ ସାହାଯ୍ୟ କରେ , ନିଶ୍ଚୟ ଭାବେ ଏହାକୁ ନିଜ ଖାଇବାରେ ସାମିଲ କରନ୍ତୁ
୩-ଡାଇବେଟିସ ରୁ ଦୁରେଇ ରଖିବ ମୂଳା -ମୂଳା ର ସବୁଠୁ ବଡ କାମ ହେଲା ଏଥିରେ ଗ୍ଲିସେମିକ ଇଣ୍ଡେକ୍ସ ଉପାଦାନ ଥାଏ ଯାହା ଖାଇଲେ ସୁଗାର ବଢ଼େନି ତା ଏହା ଡାଇବେଟିସ ରୋଗୀ ଙ୍କ ପାଇଁ ବହୁତ ଉପଯୋଗୀ ଓ ଏହା ନିୟନ୍ତ୍ରଣ ରେ ବି ରଖେ , ସଖାଳୁ ଉଠି ଯଦି ଆପଣ ଗୋଟେ ମୂଳା ଖିଆଇବେ ତେବେ ଆପଣ ଙ୍କ ସୁଗାରଳେବେଳ ନିୟନ୍ତ୍ରଣ ରେ ରହିବ.
୪- ପାଟି ଦୁର୍ଗନ୍ଧ (ପାଇରିୟା) ରୁ ମୁକ୍ତି – ଯଦି ଆପଣ ଙ୍କ ପାଟି ଦୁର୍ଗନ୍ଧ ହେଉଛି ତେବେ ଆପଣ ମୂଳା ରସ ରେ ଦିନକୁ ୨-୩ ଥର କୁଳି କଲେ ଏଥିରୁ ମୁକ୍ତି ପାଇ ପାରିବେ , ଓ ମୂଳା କୁ ଯଦି ଆପଣ ଚୋବେଇକି କଞ୍ଚା ଖାଇବେ ତାହାଲେ ଆହୁରି ଭଲ କାରଣ ଏହା ଦ୍ୱାରା ଆପଣ ଙ୍କର ଦାନ୍ତ ଓ ମାଢି ସ୍ଵସ୍ଥ ରହିବ.
୫- ମୋଟାପଣ ଦୂର ହେବ – ମୂଳା ମୋଟା ଲୋକ ଙ୍କୁ ଚର୍ବି ହ୍ରାସ କରିବାରେ ବହୁତ ଉପଯୋଗୀ , ଆପଣ ଯଦି ଦିନକୁ ୩ଥର ମୁଳା ର ରସ ସେବନ କରିବେ ଆପଣ ଙ୍କ ମୋଟାପଣ ରୁ ମୁକ୍ତି ପାଇଁ ପାରିବେ