ଦୁନିଆ ର ୫ ଟି ବଡ ମୋବାଇଲ କମ୍ପାନୀ, ୧ ନମ୍ବର ବିଶ୍ୱ ପ୍ରସିଦ୍ଧ…

ଆଜି କାଲିର ଦୁନିଆରେ ସ୍ମାର୍ଟ ଫୋନ ର ବ୍ୟବହାର ପ୍ରାୟ ସମସ୍ତେ କରୁଛନ୍ତି, ଏବଂ ପୁରା ବିଶ୍ୱ ରେ ବହୁତ ଗୁଡ଼ାଏ ସ୍ମାର୍ଟଫୋନ ତିଆରି କରିବାର କମ୍ପାନୀ ଅଛନ୍ତି. ମାତ୍ର ଏମିତି କିଛି ସ୍ମାର୍ଟଫୋନ କମ୍ପାନୀ ଅଛନ୍ତି ଯିଏ ସାରା ଦୁନିଆ ରେ ପ୍ରସିଦ୍ଧ. ଆଜି ଆମେ ଆପଣମାନଙ୍କୁ ଦୁନିଆ ର ୫ ଟି ସବୁଠୁ ବଡ ମୋବାଇଲ କମ୍ପାନୀ ବିଷୟରେ କହିବୁ…

୫. ବିଭୋ (VIVO) :

ଏହି କମ୍ପାନୀ ଚୀନ ର ବହୁତ ପ୍ରସିଦ୍ଧ କମ୍ପାନୀ ଅଟେ. ଏହାର ନିର୍ମାଣ ୨୦୦୯ ରେ ଶେନ ବେଇ କରିଥିଲେ. ବର୍ତମାନ ସମୟରେ ବିଭୋ ନିଜର କେମେରା ଆଉ ମିଉଜିକ ର କ୍ୱାଲିଟି ପାଇଁ ପ୍ରସିଦ୍ଧ ଅଟେ, ଏହି ଫୋନେ କୁ ଭାରତରେ ବି ଲୋକେ ପସନ୍ଦ କରୁଛନ୍ତି.

୪. ଓପୋ (OPPO) :

ଏହି କମ୍ପାନୀ ବି ଚୀନ ର ଅଟେ, ନିଜର ଭଲ କେମେରା ଆଉ ସୁନ୍ଦର ଲୁକ ପାଇଁ ଏହି ଫିନେ କୁ ଭାରତରେ ବି ଲୋକେ ପସନ୍ଦ କରୁଛନ୍ତି. ୨୦୦୪ ରେ ଟୋନି ଚେନ ଏହି ସ୍ମାର୍ଟଫୋନ ର ସନ୍ଧାନ କରିଥିଲେ.

୩. ସାଓମି (XIAOMI):

ବର୍ତମାନ ସମୟରେ ସବୁଠୁ ଚର୍ଚିତ ଏବଂ ପ୍ରସିଦ୍ଧ ସ୍ମାର୍ଟଫୋନ ସାଓମି ଅଟେ. ଭାରତ ସହିତ ଅନ୍ୟ ଦେଶ ମାନେ ମଧ୍ୟ ଏହି ଫୋନେ କୁ ବହୁତ ପସନ୍ଦ କରୁଛନ୍ତି. ସାଓମି କୁ ଦୁନିଆ ର ଦୁତୀୟ ଏପଲ ବି କୁହାଯାଏ. ସାଓମି ର ଆରମ୍ଭ ୨୦୧୦ ରେ ଚୀନ ରେ ହେଇଥିଲା. ଖୁବ କମ ସମୟରେ ଏହା ଜଲ୍ଦି ପ୍ରସିଦ୍ଧ ହେଇ ସାରିଛି. ଏହି କମ୍ପାନୀ ର CEO ଲଇ ଜୁନ ଅଟନ୍ତି.

୨. ସେମସଙ୍ଗ (SAMSUNG):

ଆପଣ ଜଣିକି ଆଶ୍ଚର୍ଯ୍ୟ ହେଇଯିବେ, ସେମସଙ୍ଗ କମ୍ପାନୀ ର ଆରମ୍ଭ ୧୯୩୮ ରେ ହେଇଥିଲା. ସାଉଥ କୋରିଆ ର ବହୁଚର୍ଚ୍ଚିତ କମ୍ପାନୀ ସେମସଙ୍ଗ ର ସନ୍ଧାନ ବ୍ୟୁଙ୍ଗ ଚୁଳ କରିଥିଲେ. ବର୍ତମାନ ସମୟରେ ସେମସଙ୍ଗ ପୁରା ବିଶ୍ୱ ରେ ୨ ନମ୍ବର ରେ ଅଛି.

୧. ଏପଲ (APPLE):

ପିମୀୟମ ସ୍ମାର୍ଟଫୋନ ନିର୍ମାତା ଏପଲ ର ଆରମ୍ଭ ୟୁନାଇଟେଟ ସ୍ଟେଟ, କାରଲିଫୋର୍ଣ୍ଣିଆ ରେ ୧୯୭୬ ରେ ହେଇଥିଲା. ଏହାର ସନ୍ଧାନ ସ୍ଟିବ ଜବ୍ସ,, ସ୍ଟିବ ଵଜନୀକ ଆଉ ରୋନାଲଡ ଵାୟନେ କରିଥିଲେ. ଏପଲ ଦୁନିଆର ସବୁଠୁ ପ୍ରସିଦ୍ଧ ସ୍ମାର୍ଟଫୋନ ନିର୍ମାତା ଅଟେ, ଯାହାକୁ ସବୁ ଦେଶରେ ବ୍ୟବହାର କରାଯାଏ.

Leave a Reply