ଏହି ପୋଲିସ ଜଣକ କିଣିନେଲେ ମନ , ମା ଦେଉଥିଲା ପରୀକ୍ଷା ଓ ବାହାରେ କାନ୍ଦୁ ଥିବା ଝିଅ କୁ କୋଳରେ ନେଇ ଚୁପ କରାଇଲେ.

ତେଲେଙ୍ଗାନା ର ଜଣେ କନେଷ୍ଟବଲ ଙ୍କ କାମ ପାଇଁ ତାଙ୍କୁ ଆଜି ସମଗ୍ର ଦେଶ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି ଓ ତାଙ୍କର ସେହି ଫୋଟୋ ସୋସିଆଲ ମେଡିଆ ରେ ଘୁରି ବୁଲୁଚି ଯାହା ଆଜି ର ଚର୍ଚା ର ବିଷୟ ,କାନ୍ଦୁଥିବା ଝିଅ କୁ କୋଳ ରେ ନେଇ ଚୁପ କରେଇ ବାର ସେଇ ଫୋଟୋ ବହୁତ ବଡ ଆକାର ରେ ସବୁ ସୋସିଆଲ ସାଇଟ ରେ ଘୁରିବୁଲଉଛି, ସମସ୍ତଙ୍କୁ ଲାଗେ କି ପୋଲିସ ସବୁ ବେଳେ ରାଗି ଓ ବଡ଼ମୀଜଜୀ କିନ୍ତୁ ଏଇ ମହାଶୟ ଏଟାକୁ ଭୁଲ ପ୍ରମାଣିତ କରିଦେଲେ.

ips ଅଫିସର ରେମା ରାଜେଶ୍ୱରୀ ଯେତେ ବେଳେ ନିଜ ଟ୍ୱିର୍ଟର ରେ ଏହି ଫୋଟୋ ପୋଷ୍ଟ କରିଲେ ସେତେ ବେଳେ ଲୋକ ମାନେ ବିପୁଳ ଆକାର ରେ ଶେୟର କରିବାକୁ ଲାଗିଲେ , ଆପଣ ଭାବୁଥିବେ ସେ ତାଙ୍କ ଝିଅ ମାତ୍ର ଏହା ପଛରେ ଥିବା କାହାଣୀ ଆପଣ ଙ୍କ ହୃଦୟ କୁ ଜରୁର ଛୁଇଁ ଯିବ.

ଘଟଣା ଟି ଏହି ପରି କି ହେଡ଼ କନେଷ୍ଟବଳ ମୁଜିବ ଉର ରହମାନ ଙ୍କ ଡିଉଟି ମହବ ଓ ବନଗର ର ବିଏସ କଲେଜେ ରେ ହୋଇଥିଲା ଯେଉଁଠି SCTPC ପରୀକ୍ଷା ଚାଲିଥିଲା , ପରୀକ୍ଷା ଦେବାକୁ ଆସିଥିଲେ ଜଣେ ସ୍ତ୍ରୀ ଲୋକ ଙ୍କ ସହ ଗୋଟେ କୁନି ଝିଅ ଥିଲା ଆଉ ଝିଅ ସହ ପରୀକ୍ଷା ରେ ଲେଖିବା ବି ସମ୍ଭବ ହୋଇ ନଥିଲା ଏଇ ସମୟରେ ସେ ସ୍ତ୍ରୀ ଲୋକ ଙ୍କ ଝିଅ କୁ ସମ୍ଭାଳି ଥିଲେ ଓ ସେ ସ୍ତ୍ରୀ ଲୋକ ଜଣକ ପରୀକ୍ଷା ଦେବାକୁ ଯାଇଥିଲେ , ପିଲା କୁ କୋଳ ରେ ବସାଇ ତାକୁ ସମ୍ଭାଳିବା ର ଦୃଶ୍ୟ ମଧ୍ୟ ବହୁତ ଲୋକ ପ୍ରିୟ ହୋଇଥିଲା.

ଏହି ଫୋଟୋ ଦେଖି ଜଣେ ୟୁସର କମେନ୍ଟ କଲେ କି – ପୋଲିସ ର କଡା ରୂପ ସବୁ ଜାଣନ୍ତି କିନ୍ତୁ ସେ ଅପରାଧୀ ଙ୍କ ପାଇଁ , ସାଧାରଣ ଲୋକ ଙ୍କ ପାଇଁ ନୁହେ
ନିସ୍ଚୟ ଆପଣ ବି ଏହି ଫୋଟୋ କୁ ଶେୟାର କରନ୍ତୁ.

Leave a Reply