ଜିଓ ର ଗ୍ରାହକ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପ୍ରଥମେ ରିଲାଏନ୍ସ ଜିଓ ସିମ ଲାଞ୍ଚ ହେଲା ତାପରେ ଜିଓ ମୋବାଇଲ ଯାହା କୁ ଭାରତ ରେ ବହୁତ ପ୍ରଶଂସା ଓ ଆଦର ମିଳିଛି ଆପଣ ଙ୍କୁ କହି ରଖୁଛୁ କି ଛତିଶଗଡ ର ସରକାର ବହୁତ ଜଲ୍ଦି ୫୦ଲକ୍ଷ ସ୍ମାର୍ଟ ଫୋନ ମାଗଣା ରେ ବାଣ୍ଟିବାକୁ ଯାଉଛନ୍ତି.
ଓ ସରକାର ଏହି ଯୋଜନା ର ନାମ ସଂଚାର କ୍ରାନ୍ତି ନାମ ରେ ଦେଇଛନ୍ତି ଏଥିପାଇଁ ସରକାର ମାଇକ୍ରୋସଫ୍ଟ ଓ ଜିଓ ସହ ୧୫୦୦ କୋଟି ତାଙ୍କ ର ଚୁକ୍ତି କରିଛନ୍ତି.
ଏହି ଯୋଜନା ଅନୁସାରେ ଲୋକଙ୍କୁ ଗୋଟେ ଜିଓ ସିମ ସହ 4g ସ୍ମାର୍ଟ ଫୋନ ମାଗଣାରେ ଦିଆ ଯିବ ଯାହା ର ପ୍ୟାକ ୬ ମାସ ପାଇଁ ବିଲକୁଲ ମାଗଣା ଓ ଏହା ପାଇବାକୁ ହେଲେ ଆପଣ ଙ୍କୁ ଆଧାର କାର୍ଡ ଦେବାକୁ ହେବ. ବିଶେଷ କରି ଏହି ସେବା ସବୁ ମହିଳା ତଥା ସବୁ ବର୍ଗ ର ଛାତ୍ର ଙ୍କ ପାଇଁ ଉଦ୍ଧିଷ୍ଟ , ଛତିଶଗଡ ପରେ ଏହା ବିଭିନ୍ନ ରାଜ୍ୟ ରେ ବି ଲାଗୁ ହବାର ସମ୍ଭାବନା ଅଛି , ଏହା ଡ଼ିସେମ୍ବର ମାସରୁ ଲାଗୁ ହେଉଛି , ଗୋଟେ ଆଧାର କାର୍ଡ ର୍ରେ ଗୋଟେ ମୋବାଇଲ ଫ୍ରି.
Source of the article : https://www.jagran.com/technology/tech-news-micromax-and-jio-signed-deal-with-chhattisgarh-government-will-give-free-smartphones-with-jio-connection-18442563.html