ସତ ଘଟଣା କିନ୍ତୁ ଆପଣ ଙ୍କୁ କାହାଣୀ ପରି ଲାଗି ପାରେ , ଘଟଣା ଟି ଏହି ପରି କି ଦିନ ମଜୁରି କରି ନିଜ ପରିବାର ଚଳାଉ ଥିବା ପଂଜାବ ର ମନୋଜ ଙ୍କ ସହ କିଛି ଏମିତି ଘଟି ଥିଲା ଯାହା ଏବେ ସେହି ଅଂଚଳ ରେ ଏବେ ଚର୍ଚା ର ବିଷୟ ପାଲଟିଛି . ସବୁ ଦିନ ପରି ମନୋଜ ନିଜ ମୁଲିଆ କାମ ସାରି ଗୋଟେ ଦୋକାନ ରେ ନିଜ ସାଙ୍ଗ ସହ ଚା ପିଉଥିଲେ ଓ ଗୋଟେ ପ୍ରଚାର ଗାଡି ରେ ରାଖୀ ବାମ୍ଫର ୨୦୧୮ ନାମରେ ଗୋଟେ ରାଜ୍ୟ ଲଟେରୀ ବିଷୟରେ ଶୁଣିଲେ ଓ ନିଜ ସାଙ୍ଗ ଠୁ କିଛି ତାଙ୍କ ବାକି ରେ ଆଣି ମାନେ ୨୦୦ ଟଙ୍କା ସେ ଟିକେଟ କିଣିଲେ
ଓ ତାପରେ ଯାହା ହେଲା ଆପଣ ତ ଅନୁମାନ କରି ପାରୁଥିବେ ମୁ କହିବି କଣ , ମନୋଜ ଙ୍କୁ ଥାର୍ଡ଼ ନୁହେ କି ସେକଣ୍ଡ ନୁହେ ସିଧା ଫାଷ୍ଟ prize ରେ ଭାଗ୍ୟ ଲାଗି ଗଲା ଓ ତାପରେ କଣ… ଫାଷ୍ଟ prize ର ପୁରସ୍କାର ରାଶି ଶୁଣିଲେ ଆପଣ ଙ୍କର ହୋଶ ଉଡି ଯିବା .. ପୁରସ୍କାର ରାଶି ହେଲା ୧.୫ କୋଟି ମାତ୍ର … ଯେତେ ବେଳେ ମନୋଜ ଜାଣିଲେ ସେ ଏହି ରାଶି ଜିତିଛନ୍ତି ସେ କିଛି ସମୟ ପାଇଁ ତ ବିଶ୍ୱାସ କରି ପାରିଲେନି କିନ୍ତୁ ତ ପରେ ସେ କହିଲେ ଭଗବାନ ଯାହାକୁ ଦିଏ ଛପ୍ପର ଫାଡ଼ି କି ଦିଏ . ଅଗଷ୍ଟ ୨୯ ରେ ସେ ଏହି ପୁରସ୍କାର ରାଶି ଗ୍ରହଣ କରିଥିଲେ ଓ ତାଙ୍କର ସୁରକ୍ଷା ପାଇଁ ପୋଲିସ ପ୍ରୋଟେକ୍ସନ ବି ଦିଅ ଯାଇଥିଲା
ଯାହା ବି କୁହ ସତରେ ଯାହା ଉପରେ ଭଗବାନ ଙ୍କ କୃପା ଅଛି ତାକୁ ଆଉ କଣ ଦରକାର , ମନୋଜ କହିଲେ କି ସେ ଏହି ଟଙ୍କା ରେ ଗୋଟେ ଭଲ ବିଜ଼ନେସ ଖୋଲିବେ ଆଉ ସେ ଆଗରୁ ଜାଣି ନଥିଲେ ଯେ ଏକାଥରେ ବିଜ଼ନେସ ପାଇଁ ତାଙ୍କୁ ଏତେ ଟଙ୍କା ମିଳିଯିବ , ସେ ତ ବ୍ୟାଙ୍କ ରୁ ଲୋନ ନେବାକୁ ଭାବୁଥିଲେ କିନ୍ତୁ ଭଗବାନ କିଛି ଆଗରୁ ଭାବି କି ରଖିଥିଲେ ତାଙ୍କ ପାଇଁ