ଆସନ୍ତୁ ଜାଣିବା ଚାରୋଟି ହାତ ଥିବା ଏକ ଝିଅ ର ଦୁଃଖ ଓ ଯନ୍ତ୍ରଣା ଭରା କାହାଣୀ

ଏହି ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ।ଆସନ୍ତୁ ଜାଣିବା ଏମିତି ଏକ ଝିଅ ବିଷୟରେ ଯାହା ଆପଣକୁ ଚକିତ କରିଦେବ।

ଏହି ଝିଅ ର ଚାରୋଟି ହାତ ଅଛି,ସେ ଫିଲିପାଇନ୍ସ ର ଆଲିଁ ଗଞ୍ଜ୍ ସହରର ବାସିନ୍ଦା ଅଛନ୍ତି।ତାଙ୍କ ର ବେରୋନିକା ନାମ ଅଟେ। ଏବଂ ତାଙ୍କର ବୟସ ମାତ୍ର ୧୪ ଅଟେ। ଯେତେବେଳେ ସେ ଜନ୍ମ ହୋଇଥିଲେ ତାଙ୍କ ପେଟରେ ଆଉ ଦୁଇଟି ହାତ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଡାକ୍ତର ଙ୍କ କହିବା ଅନୁସାରେ ସେହି ଝିଅ ର ପେଟ ରେ ଥିବା ଅତିରିକ୍ତ ଅଙ୍ଗ ତା ମା ର ପେଟରେ ଥିଲା ଆଉ କେଉ କାରଣ ବଶତଃ ଏହା ପୂର୍ଣାଗ ନ ହୋଇ ସେ ଝିଅ ଶରୀର ର ଅଂଶ ଭାବେ ବିକଶିତ କରିବାରେ ଲାଗିଲା।

ସେ ଝିଅ ପିଲା ଦିନରୁ ହିଁ ଏମିତି ଯନ୍ତ୍ରଣା ସହ ବଞ୍ଚି ଆସିଛି,ଏବଂ ବହୁତ୍ କଷ୍ଟ ବି ସହିବାକୁ ପଡୁଛି,ହେଲେ ବି ସେ ଏହାର ଯତ୍ନ ନେବାରେ କେବେ ବି ହେଳା କରୁ ନାହାଁନ୍ତି। କିନ୍ତୁ ବର୍ତ୍ତମାନ ସରକାର ଏବଂ ସେଠିକାର ସ୍ଥାନୀୟ ଲୋକଙ୍କ ସହାୟତାରେ ପୂର୍ଣ୍ଣ ଚିକିତ୍ସା କରି ଏକ ସାଧାରଣ ଜୀବନ ଯାପନ କରିପାରିବ ବୋଲି ଆଶା କରାଯାଉଛି।

Leave a Reply