ଏ ବର୍ଷ ର ରାକ୍ଷୀ ପୂର୍ଣିମା ଅଗଷ୍ଟ 26 ରେ ପଡୁଛି ଓ ଶ୍ରାବଣ ମାସରେ ଯାହା କି ଅତ୍ୟନ୍ତ ଶୁୁଭ, ତ ବନ୍ଧୁମାନେ ରାକ୍ଷୀ ପୂର୍ଣ୍ଣିମା ଦିନର ଶୁଭ ସମୟ ସକାଳ 5.5ୀ ରୁ ସଂନ୍ଧ୍ୟା 5.35 ଯାଏଁ ରହିବାର ଅଛି , . ରାକ୍ଷୀ ପୂର୍ଣିମା ଦିନ ଭୁଲରେ ବି ନିଜ ଭାଇକୁ ବାନ୍ଧନ୍ତୁନି ଏହି ରାକ୍ଷୀ ନହେଲେ ଭାଇ ଉପରେ ଆସିଯିବ ମହାସଂକଟ.
ତ ଆସନ୍ତୁ ଜାଣିବା ଆମେ କେଉଁ ରାକ୍ଷୀ କିଣିବା ଉଚିତ । ସର୍ବ ପ୍ରଥମେ ପ୍ଲାଷ୍ଟିକ ରାକ୍ଷୀ, ଶାସ୍ତ୍ର ଅନୁସାରେ କେବେ ବି ଭାଇକୁ ପ୍ଲାଷ୍ଟିକ ରାକ୍ଷୀ ବାନ୍ଧିବା ଉଚିତ୍ ନୂହେଁ, ପ୍ଲାଷ୍ଟିକ କୁ କୌଣସି ଶୁଭ କାମରେ ଲଗାଯାଏ ନାହିଁ ତ ଏହା ରାକ୍ଷୀରେ ଲଗାଇ ପିନ୍ଧିଲେ ଅଶୁଭ ହୁଏ, କଳା ରଂଗ ର ରାକ୍ଷୀ ଏହି ରଂଗ ର ରାକ୍ଷୀ କେବେ ବି ନିଜ ଭାଇକୁ ବାନ୍ଧିବେନି, ତା ନହେଲେ ଭାଇର କୌଣସି କାର୍ଯ୍ୟରେ ଲାଭ ହେବ ନାହିଁ ଓ କେବେ ବି ସେ ସଫଳତା ପାଇବ ନାହିଁ.
ଭଗବାନଙ୍କ ଚେହେରା ଥିବା ରାକ୍ଷୀ ବି ବାନ୍ଧିବାଠୁ ଦୂରରେ ରୁହନ୍ତୁ, ଏହା କଲେ ଭାଇର ଅନେକ କ୍ଷତି ହୁଏ ଓ ନଜର ଲାଗି ଯାଏ ଆଶା କରେ ଆପଣମାନେ ଏ ସବୁ ରୁ ସତର୍କ ରହିବେ ତେବେ ସବୁଠୁ ଭଲ ଲାଲ ରାକ୍ଷୀ ଏହା ଦ୍ଵାରା ଅନେକ ଶୁଭଫଳ ମିଳିଥାଏ । ରାକ୍ଷୀ ପୂର୍ଣ୍ଣିମା ଦିନ ଉପାସ ରହି ନିଜ ଭାଇର ମଂଗଳ ପାଇଁ ପ୍ରାର୍ଥନା କରି ରାକ୍ଷୀ ବାନ୍ଧିଲେ ଭାଇର ମଙ୍ଗଳ ହେବ. ସେୟାର କରିବେ ନିଶ୍ଚୟ