ଭାରତର ଏକ ପ୍ରତିଭା ଶାଳୀ ଝିଅ ଯାହାର ନାମ ଏସ୍ବର୍ଯ୍ୟ ପ୍ରିୟା ଯିଏ କି ଏକ ଛୋଟ ଯନ୍ତ୍ର ତିଆରି କରିଛନ୍ତି ଯାହାକି ଚାରିଚକ ଗାଡ଼ିରେ ବ୍ୟବହାର କରା ଯାଇପାରିବ।
ଯାହାଦ୍ଵାରା ନିଶା ଦ୍ରବ୍ୟ ସେବନ କରି ଗାଡ଼ି ଚଲେଇବା ଅସମ୍ଭବ ହେଇଯିବ।ଏହି ଯନ୍ତ୍ର କୁ ଯଦି ଗାଡ଼ି ର ଇଞ୍ଜିନ ଦ୍ଵାରା ସଂଯୋଗ କରିଦିଆ ଯାଏ ତାହାହେଲେ ନିଶା ଦ୍ରବ୍ୟ ର ବାସ୍ନା ମିଳିବା ମାତ୍ରେ ହୀ ଏହି ଯନ୍ତ୍ର ଗାଡ଼ି ର ଇଞ୍ଜିନ କୁ ବନ୍ଦ କରିଦେବ।
ଏହା ପରେ ଗାଡ଼ି ସେତେ ପର୍ଯ୍ୟନ୍ତ ଷ୍ଟାର୍ଟ ହୋଇନଥାଏ ଯେତେ ପର୍ଯ୍ୟନ୍ତ ନିଶା ସେବନ କରିଥିବା ବ୍ୟକ୍ତି ଗାଡିରୁ ପଦାକୁ ନ ବାହାରନ୍ତି।
ଏହି ଯନ୍ତ୍ର କୁ ଆବିଷ୍କାର କରିଥିବା ପ୍ରିୟା କୁ ପୁନେ ରେ ଭାଗ ନେଇଥିବା ଏକ ଅନୁଷ୍ଠାନ ରେ ପ୍ରଥମ ପୁରସ୍କୃତ ଭାବେ ଘୋଷଣା କରାଯାଇଥିଲା।
ଭାବିନିପୁର ର ଏହି ଝିଅ ଏବେ ଭୋପାଳ ର ଇଞ୍ଜିିୟରିଙ୍ଗ୍ କଲେଜ ରେ ପଢୁଛନ୍ତି। ସେ ଏହି ଯନ୍ତ୍ର କୁ ତିଆରି କରିବା ପାଇଁ ଦୁଇ ଜଣ ସହପାଠୀ ସହ ମିଶି ତିନି ମାସ ସମୟ
ଲାଗିଥିବା ତାଙ୍କ ବାପା କହିଛନ୍ତି।
ସେ ଏହି ଯନ୍ତ୍ର ର ନାମ alcoholic detector
And engine locking system ବୋଲି ରଖିଛନ୍ତି। ଏହି ମଶିନି ବ୍ୟବହାର କରିବା ପାଇଁ ବହୁତ୍ କମ୍ ସ୍ଥାନ ଦରକାର ପଡେ କିମ୍ବା ଗାଡ଼ିର dashboard ରେ ରଖା ଯାଇପାରିବ । ତାଙ୍କର ଏହି ପ୍ରୟାସ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇବାରୁ ବି ବଞ୍ଚିତ କରିପାରିବ।