ପୁରୀ ରେ ଦେଖାଯାଇଛି ଅଭାବନୀୟ ଘଟଣା । ଲୋକାଲ ଗୁଣ୍ଡା ସହ ପୋଲିସ ଡ୍ରାଇଭର ଲୋକଙ୍କ ଘରେ ପଶି ମାସିକିଆ ଦାଦା ବଟି ଆଦାୟ କରୁଛନ୍ତି । ପୁରୀ ରେ ରହୁଥିବା ରାନୁ ତରାଇ ବୟସ 30 ବର୍ଷ ହେବ ପୁରୀ ଟାଉନ ଥାନା ରେ ଏହି ରିପୋର୍ଟ ଦେଇଛନ୍ତି ।
ରାନୁ ତରାଇ କହିଛନ୍ତି – ବାସେକି ସହି ଥାନା ଡ୍ରାଇଭର ଦିପୁ ମାଝି ସ୍ଥାନୀୟ ଗୁଣ୍ଡା ସହ ମିଶି ଦାଦା ବଟି ଆଦାୟ କରିବା ସହ ତାଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି । ଏ ସମ୍ୱନ୍ଧରେ ଥାନାରେ ଅଭିଯୋଗ କଲା ପରେ IIC କହିଲେ ଆମ ଷ୍ଟାଫଙ୍କ ନାମରେ ଅଭିଯୋଗ କର ନାହିଁ ।
ତେବେ ଏହି ସ୍ଥାନୀୟ ଗୁଣ୍ଡା ମାନଙ୍କୁ ଉଚିତ ଦଣ୍ଡ ମିଳିବା ଉଚିତ । ପୋଲିସ କୁ ନିଜର କର୍ତବ୍ୟ କରିବା ଉଚିତ ।