IPL ୨୦୨୦ ପାଇଁ ରିଟନ ଖେଳାଳିଙ୍କ ଘୋଷଣା ହେଲା ସାଲେରୀ ଲିଷ୍ଟ ଜୋଫ୍ରା ଅର୍ଚର ଙ୍କ ସାଲେରୀ ଆଶ୍ଚର୍ଯ୍ୟଜନକ

IPL ୨୦୨୦ ପାଇଁ ଖେଳାଳି ନିଲାମୀ କାର୍ଯ୍ୟକ୍ରମ ୧୯ ଡ଼ିସେମ୍ବର ରେ ଆୟୋଜିତ କରାଯାଇଥିବାର ସୂଚନା ମିଳିଛି । ନିଲାମୀ ପୂର୍ବ ରୁ ଟିମ ର ମାଲିକ ମାନେ ନିଜର କିଛି ଖେଳାଳି ମାନଙ୍କୁ ରିଲିଜ କରିଦେଉଛନ୍ତି ଏବଂ ଅନ୍ୟ କିଛି ଖେଳାଳି ମାନଙ୍କ ଉପରେ ଏଇ ବର୍ଷ ମଧ୍ୟ ଭରଷା ରଖିଛି ଦଳର ମ୍ୟାନେଜମେଣ୍ଟ । ରାଜସ୍ତାନ ରୟଲସ ବି ନିଜ ରିଟନ ଖେଳାଳି ମାନଙ୍କର ନାମ ଘୋଷଣା କରିଦେଉଛି । ଆଜି ଆମେ ଆପଣମାନଙ୍କୁ ସେହି ଖେଳାଳି ମାନଙ୍କର ଦରମା ବିଷୟରେ ଜଣେଇବା କୁ ଯାଉଛୁ ଯାହା ମଧ୍ୟରୁ ଜୋଫ୍ରା ଅର୍ଚର ଙ୍କ ସାଲେରୀ ଦେଖି ଆଶ୍ଚର୍ଯ୍ୟ ହେବେ ଆପଣ ।

ବେନ ଷ୍ଟୋକ ୧୨.୫ କୋଟି ଭାବେ ରାଜସ୍ତାନ ରୋୟାଲସ ର ସବୁଠାରୁ ମାହାଙ୍ଗା ଖେଳାଳି । ଏବଂ ଏହା ସହ ସ୍ଟିବ ସ୍ମିଥ ବି ୧୨.୫ କୋଟି ତାଙ୍କ ବର୍ଷକୁ ରୋଜଗାର କରୁଥିବା ଏକ ନମ୍ବରରେ ଅଛନ୍ତି। ଏବଂ ଷ୍ଟାର ଦ୍ରୁତ ବୋଲର ଜୋଫ୍ରା ଅର୍ଚର ଏହି ବର୍ଷ ବାଜି ମାରିଛନ୍ତି ।

ରାଜସ୍ତାନ ରୟଲସ ର ଷ୍ଟାର ଦ୍ରୁତ ବଲର ଜୋଫ୍ରା ଅର୍ଚରଙ୍କ ବର୍ଷ କୁ ରୋଜଗାର ୭.୨ କୋଟି ତାଙ୍କ ରଖାଯାଇଛି । ରାଜସ୍ଥାନର ସବୁ ରିଟନ ଖେଳାଳି ମାନଙ୍କ ଦରମା ଲିଷ୍ଟ ଏହି ପ୍ରକାରର ଅଛି , ଆପଣଙ୍କୁ କହିଦେଉଛୁଁ ଯେ ଲିଷ୍ଟ ରେ ଯେମିତି ବଟଲର ଙ୍କ ଭଳି ଅନ୍ୟ ଖେଳାଳି ଭି ସାମିଲ ଅଛନ୍ତି ।

Leave a Reply