ଭାରତର କେଉଁ ଖେଳାଳିଙ୍କ ବିବାହକୁ ମାତ୍ର ୭ ବର୍ଷ ହୋଇଥିବା ବେଳେ କିନ୍ତୁ ଝିଅ କୁ ହୋଇଛି ୧୯ ବର୍ଷ, ଜାଣନ୍ତୁ ଖେଳାଳିଙ୍କ ନାମ

ଭାରତୀୟ କ୍ରିକେଟ୍‌ ଦଳର ଏକ ପ୍ରମୁଖ ଓପନିଂ ବ୍ୟାଟ୍ସମ୍ୟାନ୍‌ ଭାବରେ ଜଣା ଶୁଣା ଶିଖର ଧଓ୍ବନ ନିଜ ବ୍ୟାଟିଂ ପାଇଁ ଯେତିକି ଲୋକପ୍ରିୟତା ହାସଲ କରିନାହାନ୍ତି ତାହାଠାରୁ ଅଧିକା ତାଙ୍କ ପ୍ରେମ କାହାଣୀକୁ ନେଇ ବେଶ ସେତିକି ଚର୍ଚ୍ଚାରେ। ସେ ଭାରତର ଏକ ନିର୍ଭର ଯୋଗ୍ୟ ଓପନର ବେଟ୍ସମେନ ଅଟନ୍ତି। କିନ୍ତୁ ତାଙ୍କ ବ୍ୟକ୍ତି ଗତ ଜୀବନ ଓ ତାଙ୍କ ପତ୍ନୀ ଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

୨୦୧୨ ଅକ୍ଟୋବର ୩୦ରେ ଅଷ୍ଟ୍ରେଲିଆର ଆୟେଶା ମୁଖାର୍ଜୀଙ୍କ ସହ ଧଓ୍ବନ ବିବାହ କରିଥିଲେ। ଆୟେଶା ଶିଖର ଧାଓ୍ବନଙ୍କଠାରୁ ୭ ବର୍ଷ ବଡ଼ ଏବଂ ବାହାଘର ପୂର୍ବରୁ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲେ। ଫେସ୍‌ବୁକ ଜରିଆରେ ପ୍ରଥମେ ବନ୍ଧୁତା ଏବଂ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପେସାରେ ବକ୍ସର ଆୟେଶା ପ୍ରଥମେ ଜଣେ ଅଷ୍ଟ୍ରେଲୀୟ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ତେବେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା । ପ୍ରଥମ ସ୍ୱାମୀ ଙ୍କ ଠାରୁ ଆୟସା ଙ୍କ ୨ ଝିଅ ମଧ୍ୟ ଅଛନ୍ତି , ଯାହାଙ୍କୁ ଏବେ ବାପା ହିସାବରେ ଶିଖର ଧୱନ ହିଁ ପାଳନ ପୋଷଣ କରୁଛନ୍ତି ।

ତାଙ୍କ ବଡ ଝିଅ ଙ୍କ ନାମ ଆଲିୟା ଧୱନ ଅଟେ, ଯିଏ ଏବେ ୧୯ ବର୍ଷୀୟ ହୋଇସାରିଛନ୍ତି ଆଉ ସେ କୋଣସି ଅଭିନେତ୍ରୀ ଙ୍କ ଠାରୁ କମ ଦେଖା ଯାଆନ୍ତି ନାହିଁ, ଆଲିୟା ଙ୍କ ଜନ୍ମ ୫ ମଇ ୨୦୦୦ କୁ ହୋଇଥିଲା, ଧୱନ ଆଉ ଆୟସା ଙ୍କ ବିବାହ କୁ ଏବେ 7 ବର୍ଷ ହୋଇସାରିଛି, କିନ୍ତୁ ତାଙ୍କ ଝିଅ 19 ବର୍ଷ ।

Leave a Reply