ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ଏମିତି ହିଁ ଖାଲିରେ ବିଶ୍ୱ ସୁନ୍ଦରୀ ହୋଇନାହାନ୍ତି, କ୍ଲିକ କରି ଦେଖନ୍ତୁ ଭାଇରଲ ଫୋଟ

ନଭେମ୍ବର ୧ ୧୯୭୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ୧୯୯୪ ମସିହାରେ ବିଶ୍ୱ ସୁନ୍ଦରୀ ର ମୁକ୍କୁଟ ପିନ୍ଧିଥିଲେ । ସନ ସିଟି ସାଉଥ ଆଫ୍ରିକା ରେ ମୋଟ ୮୭ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେଠି ମଧ୍ୟରୁ ସେହି ସମୟରେ ଭାରତର ୨୧ ବର୍ଷୀୟା ଐଶ୍ଵର୍ଯ୍ୟା ରାୟ ଫାଇନାଲିଷ୍ଟ ହୋଇ ବିଶ୍ୱ ସୁନ୍ଦରୀର ଖୀତାବ ଜିତି ଭାରତ ପାଇଁ ଗୌରବ ଅର୍ଜନ କରିଥିଲେ,

ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ଏମିତି ହିଁ ଖାଲିରେ ବିଶ୍ୱ ସୁନ୍ଦରୀ ହୋଇନାହାନ୍ତି , ଏଭଲିକି ତାଙ୍କର ସୁନ୍ଦରତା ବର୍ତମାନ ମଧ୍ୟ ଲୁଚିନାହିଁ । ଐଶ୍ଵର୍ଯ୍ୟା ରାୟ କେତେ ସୁନ୍ଦର ଏହାର ଅନ୍ଦାଜ ଆଜି ଆପଣ ଏହି ଆର୍ଟିକଲ ରେ ଦିଆଯାଇଥିବା ଫଟୋକୁ ଦେଖି ଲଗେଇପାରିବେ ।

ତେବେ ଆସନ୍ତୁ ନଜର ପକାଇବା ଐଶ୍ଵର୍ଯ୍ୟା ରାୟ ଙ୍କର ସୁନ୍ଦର ଫଟୋ ଉପରେ । ଐଶ୍ଵର୍ଯ୍ୟା ରାୟ ବଲିଉଡରେ କେତେ ସୁପରହିଟ ଫିଲ୍ମରେ କାମ କରିଛନ୍ତି । ସେ ଅମିତାଭ ବଚ୍ଚନ ଙ୍କ ପୁଅ ଅଭିଷେକ ବଚ୍ଚନ ଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଗୋଟେ ଝିଅ ମଧ୍ୟ ଅଛି, ଯାହାର ନାମ ଆରାଧ୍ୟା ଅଟେ ।

Leave a Reply