ଭାରତରେ ୧ଜିବି ଡାଟା ର ମୂଲ୍ୟ ୧୮ ଟଙ୍କା ଥିଲାବେଳେ କେଉଁ ଦେଶରେ ୫୦୦୦ ଟଙ୍କା, ଜାଣିନଥିବେ ଯଦି କ୍ଲିକ କରି ଜାଣନ୍ତୁ

IAS କୁ ସବୁଠୁ କଷ୍ଟ ପରୀକ୍ଷା ବୋଲି ମାନନ୍ତି । ପାଠ ପଢା ସରିବା ପରେ ସମସ୍ତେ ଏକ ଚାକିରୀର ସନ୍ଧାନରେ ସମସ୍ତେ ଥାଆନ୍ତି । ଯେ କୌଣସି ଛୋଟରୁ ବଡ ଚାକିରି କରିବା ପୂର୍ବରୁ ଇଣ୍ଟରଭ୍ୟୁ ଦେବାକୁ ପଡିଥାଏ। ଆଉ ଏହି ଇଣ୍ଟରଭ୍ୟୁ ରେ ସିଲେକ୍ଟ ହେବା ପରେ ହିଁ ଆମକୁ ସେହି ଚାକିରୀ ମିଳିଥାଏ। ଏହି ଇଣ୍ଟରଭ୍ୟୁରେ କିଛି ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ମଧ୍ୟ ପଚରାଯାଇଥାଏ ଯାହାର ଉତ୍ତର ଏତେ ସହଜ ହୋଇନଥାଏ। ଯେଉଁଥିରେ ଅଧିକାଂଶ ଲୋକ ଏହାର ଉତ୍ତର ଦେଇ ପାରନ୍ତିନି।

  • ପ୍ରଶ୍ନ : ଭାରତରେ ୧ ଜିବି ଡାଟା ର ମୂଲ୍ୟ ପ୍ରାୟ ୧୮ ଟଙ୍କା ଥିବା ବେଳେ କେଉଁଦେଶରେ ୧ ଜିବି ଡାଟାର ମୂଲ୍ୟ ପ୍ରାୟ ୫୦୦୦ ଟଙ୍କା ?
  • ଉତର : ଜିମ୍ବାଵେ ଦେଶରେ ୧ ଜିବି ଡାଟାର ମୂଲ୍ୟ ପ୍ରାୟ ୫୦୦୦ ଟଙ୍କା ।
  • ପ୍ରଶ୍ନ : ଏମିତି କେଉଁ ପ୍ରାଣୀ ଯିଏକି ଯୌନ ସମ୍ବନ୍ଧ ରଖିବାପରେ ମରିଯାଇଥାଏ ?
  • ଉତର : ନର ମଧୁମକ୍ଷି ଏମିତି ଏକ ପ୍ରାଣୀ ଯିଏକି ମାଦା ମଧୁମକ୍ଷି ସହ ସମ୍ବନ୍ଧ ରଖିବା ସମୟରେ ମରିଯାଇଥାଏ।
  • ପ୍ରଶ୍ନ : କେଉଁ ଗଛର କାଠ ସୁନା ଠାରୁ ମଧ୍ୟ ମାହାଙ୍ଗା ଅଟେ ?
  • ଉତର : ଲାଲ ଚନ୍ଦନ ଗଛର କାଠ ସୁନା ଠାରୁ ମଧ୍ୟ ମାହାଙ୍ଗା ଅଟେ।
  • ପ୍ରଶ୍ନ :କେଉଁ ଦେଶର ସ୍ଥଳ ଭାଗର ସୀମା ଅଧିକାଂଶ ଦେଶର ସ୍ଥଳ ଭାଗ ର ସୀମା କୁ ଲାଗିଛି ?
  • ଉତର : ଚୀନ ଏମିତି ଏକ ଦେଶ ଯାହାର ସ୍ଥଳ ଭାଗର ସୀମା ଅଧିକାଂଶ ଦେଶର ସ୍ଥଳ ଭାଗ ର ସୀମା କୁ ଲାଗିଛି ।
  • ପ୍ରଶ୍ନ : ଭାରତର ତ୍ରିରଙ୍ଗା କିଏ ତିଆରି କରିଥିଲେ ?
  • ଉତର : ପିଙ୍ଗଳି ବୈଙ୍କେୟା ଭାରତର ତ୍ରିରଙ୍ଗା ତିଆରି କରିଥିଲେ।
  • ପ୍ରଶ୍ନ : ମନୁଷ୍ୟ ଶରୀର ର ହୃଦୟ କୁ ଥରେ ସ୍ପନ୍ଦନ ହେବା ପାଇଁ ପ୍ରାୟ କେତେ ସମୟ ଲାଗିଥାଏ ?
  • ଉତର : ମନୁଷ୍ୟ ଶରୀର ର ହୃଦୟ କୁ ଥରେ ସ୍ପନ୍ଦନ ହେବା ପାଇଁ ୦.୮ ସେକଣ୍ଡ ସମୟ ଲାଗିଥାଏ ।
  • ପ୍ରଶ୍ନ : ବିଶ୍ୱର ସବୁଠାରୁ ଲମ୍ବା ନଦୀର ନାମ କଣ ?
  • ଉତର : ଆଫ୍ରିକାର ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ନୀଲେ ନଦୀ ବିଶ୍ୱର ସବୁଠାରୁ ଲମ୍ବା ନଦୀ ଯାହା ଆୟତନ ଅନୁସାରେ ଅଧିକା ଥିବା ଆମାଜୋନ ନଦୀ ଠାରୁ ସାମାନ୍ୟ ବଡ ଅଟେ।

ଶେଷରେ ଆପଣଙ୍କ ପାଇଁ ଏକ ସହଯ ପ୍ରଶ୍ନ ଏହାର ଉତର କମେଣ୍ଟ କରି ନିଶ୍ଚୟ ଦିଅନ୍ତୁ !

Leave a Reply