ଏହି ୧୦ ଜଣ ହେଉଛନ୍ତି ଉତ୍ତରପ୍ରଦେଶର ସଫଳତମ ଅଭିନେତା ନମ୍ବର ୧ ଙ୍କ ସମ୍ପତି 400 ମିଲିୟନ ଡଲାର

  • ରାଜପାଲ ୟାଦବ :-

କମେଡିଆନ ଷ୍ଟାର ରାଜପାଲ ୟାଦବ ଙ୍କ ଜନ୍ମ UP ର ଶାହଜହାଁପୁର ଜିଲ୍ଲା ରେ ହୋଇଥିଲା । ସେ ବଲିଉଡ ଷ୍ଟାରମାନଙ୍କ ମଧ୍ୟରୁ ଜଣେ ।

  • ନସୀରୁଦ୍ଦିନ ଶାହ :-

ବଲିଉଡ ର ଶ୍ରେଷ୍ଠ ଅଭିନେତା ନସୀରୁଦ୍ଦିନ ଶାହ ଙ୍କ ଜନ୍ମ UP ର ବାରାବଙ୍କୀ ଜିଲ୍ଲା ରେ ହୋଇଥିଲା । ସେ ଆଜି ମଧ୍ୟ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି ।

  • ଅରୁଣ ଗୋବିଲ :-

ରାମାୟଣ ର ଫେମସ ଅଭିନେତା ଅରୁଣ ଗୋବିଲ ଙ୍କ ଜନ୍ମ UP ର ମେରଠ ରେ ହୋଇଥିଲା । ତାଙ୍କୁ ଲୋକମାନେ ଭଗବାନ ରାମ ବୋଲି ମାନିବାକୁ ଲାଗିଲେ ।

  • ରବି କିଶନ :-

ରବି କିଶନ ଙ୍କ ଜନ୍ମ UP ର ଜୌନପୁର ରେ ହୋଇଥିଲା । ସେ ସବୁ ଭାରତୀୟ ସିନେମା ରେ ପାଖାପାଖି ସବୁ ଭାଷା ର ଫିଲ୍ମରେ କାମ କରିଛନ୍ତି ।

  • ଆଦିତ୍ୟ ଶ୍ରୀବାସ୍ତବ :-

ଆଦିତ୍ୟ ଶ୍ରୀବାସ୍ତବ ଙ୍କୁ ଆପଣ କୌଣସି ସିରିୟଲ ରେ ଦେଖିଥିବେ । ତାଙ୍କ ଜନ୍ମ UP ର ପ୍ରୟାଗରାଜ ଜିଲ୍ଲା ରେ ହୋଇଥିଲା ।

  • ଜାବେଦ ଜାଫରୀ :-

ଜାବେଦ ଜାଫରୀ ଙ୍କ ଜନ୍ମ UP ର ମୁରାଦାବାଦ ରେ ହୋଇଥିଲା । ସେ ଧମାଲ ସିରିଜ, ଦେ ଦେ ପ୍ୟାର ଦେ, ଵାଲା ଭଳି ଅଗଣିତ ଫିଲ୍ମରେ କାମ କରି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି ।

  • ସୌରଭ ଶୁକ୍ଲା :-

ସୌରଭ ଶୁକ୍ଲା ଙ୍କ ଜନ୍ମ UP ର ଗୋରଖପୁର ଜିଲ୍ଲା ରେ ହୋଇଥିଲା । ସେ ହିଟ ଫିଲ୍ମ ଵାଲା, ରେଡ, ଜଲି ଏଲଏଲବୀ 2 ଭଳି କେତେ ଫିଲ୍ମରେ କାମ କରିଛନ୍ତି ।

  • ନବାଜୁଦ୍ଦିନ ସିଦ୍ଦିକୀ :-

ନବାଜୁଦ୍ଦିନ ସିଦ୍ଦିକୀ ଙ୍କ ଜନ୍ମ UP ର ମୁଜାଫରନଗର ଜିଲ୍ଲା ର ବୁଢାନା ଗ୍ରାମ ରେ ହୋଇଥିଲା । ସେ ବଲିଉଡର ଜଣେ ସଫଳ ଅଭିନେତା ଅଟନ୍ତି ।

  • ରାଜ ବଵର :-

ରାଜ ବଵର ଙ୍କ ଜନ୍ମ ମଧ୍ୟ UP ର ଆଗ୍ରା ରେ ହୋଇଥିଲା । ସେ ଦର୍ଶକ ଙ୍କୁ ଏକ ନୂଆ ମନୋରଞ୍ଜନ ଦେଇଛନ୍ତି ।

  • ଅମିତାଭ ବଚ୍ଚନ :-

ବଲିଉଡର ଗ୍ରେଟ ସୁପରଷ୍ଟାର ଙ୍କ ଷ୍ଟାର ଶ୍ରୀ ଅମିତାଭ ବଚ୍ଚନ ଙ୍କ ଜନ୍ମ UP ର ଇଲାହାବାଦ ଜିଲ୍ଲା ରେ ହୋଇଥିଲା । ସେ ବର୍ତମାନ ସମୟରେ 400 ମିଲିୟନ ଡଲାର ର ମାଲିକ ଅଟନ୍ତି ।

Leave a Reply