ବାସ୍ତୁ ଶାସ୍ତ୍ର ଅନୁସାରେ ସବୁଦିନ କରୁଥିବା ସ୍ତ୍ରୀ ମାନଙ୍କର ଏହି 5ଟି ଭୁଲ କାରଣରୁ ଲକ୍ଷ୍ମୀ ହୋଇଥାଆନ୍ତି ନିରାଶ ।
୧. ନିଜ ସ୍ୱାମୀର ସେବା ନ କରିବା
୨. ଯେଉଁ ସ୍ତ୍ରୀ ନିଜ ସ୍ୱାମୀର ସେବା କରନ୍ତି ନାହିଁ ମାଆ ଲକ୍ଷ୍ମୀ ତାଙ୍କ ଘରେ କେବେ ରୁହନ୍ତି ନାହିଁ, ମାଆ ଲକ୍ଷ୍ମୀ ନିଜେ ଶ୍ରୀ ହରୀ ଙ୍କର ସେବା କରିଥାଆନ୍ତି ।
୩. ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ସହ ସବୁଦିନ ଝଗଡା କରିଥାଆନ୍ତି ତାଙ୍କ ଘରେ ଲକ୍ଷ୍ମୀ କେବେ ରୁହନ୍ତି ନାହିଁ, ଯେଉଁଠାରେ ସବୁଦିନ ଝଗଡା ହୋଇଥାଏ ସେଠାରେ ନକରାତ୍ମକତା ଆସିଥାଏ ।
୪. ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ନାମର ସିନ୍ଦୁର କୁ ମାଆ ଲକ୍ଷ୍ମୀଙ୍କୁ ଅର୍ପଣ କରିଥାଆନ୍ତି ତାଙ୍କ ସ୍ୱାମୀର ଆୟୁ ତଥା ନାମ ବଢିଥାଏ । ୫. ଯେଉଁ ସ୍ତ୍ରୀ ନିଜ ମଥା ରେ ନୁହଁ ବରଂ ସିନ୍ଦୁରକୁ କଣରେ ଓ ସିନ୍ଦୁରକୁ ଚୁଟିରେ ଲୁଚେଇଥାଆନ୍ତି ତାଙ୍କ ସ୍ୱାମୀ ସମାଜରେ ଲୁଚିଯାଆନ୍ତି ।