ଫିଲ୍ମ ଜଗତରେ କେବେ କରୁଥିଲେ ଭୟଙ୍କର ଭିଲେନ ତ ଆଜି ତାଙ୍କୁ ଦେଖି ଆପଣ ଚକିତ ହୋଇଯିବେ, କ୍ଲିକ କରି ଦେଖନ୍ତୁ ଫୋଟ

ଆପଣ ସମସ୍ତେ ଜାଣିଛନ୍ତି କି ଫିଲ୍ମ ଇଣ୍ଡଷ୍ଟ୍ରିରେ କେତେ ଏମିତି କଳାକାର ଅଛନ୍ତି, ଯିଏ ନିଜ ଛୋଟ ଭୂମିକା ସହିତ ପ୍ରଶଂସକ ଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଯାଇଛନ୍ତି ଓ ଲୋକମାନେ ବର୍ତମାନ ମଧ୍ୟ ଚାହୁଁଛନ୍ତି କି ଏହି ଅଭିନେତା ଫିଲ୍ମରେ ଦେଖାଯାଆନ୍ତୁ । ଆଜି ଆମେ ଆପଣଙ୍କୁ ଏମିତି ହିଁ ଜଣେ ସାଉଥ ଫିଲ୍ମର ଖତରନାକ ଖଳନାୟକ ଙ୍କ ବିଷୟରେ କହିବୁ,ଯିଏ ନିଜ ଅଭିନୟ ଜରିଆରେ ଲୋକଙ୍କ ମଧ୍ୟରେ ଭଲ ପରିଚୟ ବନେଇଥିଲେ ।

ସାଉଥ ର ଏହି ଖଳନାୟକ ଅଭିନେତା ଙ୍କ ନାମ ହେଉଛି କେଲୀ ଦୋର୍ଜୀ । କେଲୀ ନିଜ ଅଭିନୟ କ୍ୟାରିୟର ଟେଂଗୋ ଫିଲ୍ମରୁ ଆରମ୍ଭ କରିଥିଲେ । ତାହା ପରେ ବର୍ଷ 2005ରେ ଏହି ଅଭିନେତା ନାଗାର୍ଜୁନ ଙ୍କ ଫିଲ୍ମ ଡନ ନମ୍ବର 1 ରେ ଖଳନାୟକ ର ଜବରଦସ୍ତ ଅଭିନୟ କରିଥିଲେ । ଯାହା ପରେ ଲୋକମାନେ ତାଙ୍କୁ ବହୁତ ପସନ୍ଦ କରିବାକୁ ଲାଗିଲେ । ଆପଣଙ୍କୁ କହିଦେଉଚୁ କେଲୀ ଙ୍କୁ ଆଡଭେଞ୍ଚର ବହୁତ ପସନ୍ଦ ଅଟେ ଓ ଏବେ ତାଙ୍କୁ ଅଧିକାଂଶ ସମୟ ବାଇକ ରେ ବୁଲୁଥିବାର ଦେଖିବାକୁ ମିଳୁଛି ।

ଡନ ଫିଲ୍ମ ପରେ କେଲୀ ଶୁଟ, ବଦ୍ରୀନାଥ ଓ ବାଦଶାହ ପରି କେତେ ସାଉଥ ଫିଲ୍ମର ବଡ ପରଦାରେ ଖଳନାୟକ ଭୂମିକା କୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । କିନ୍ତୁ ଆଜି ଅବସ୍ଥା ଏମିତି ହୋଇଯାଇଛି ଯେ, ଏହି ପ୍ରତିଭାଶାଳୀ ଅଭିନେତା ଏବେ ଫିଲ୍ମରେ କାମ କରିପାରୁନାହାନ୍ତି । ଶେଷଥର ପାଇଁ ତାଙ୍କୁ ବର୍ଷ 2015ରେ ଏକ ମଲୟାଲମ ଫିଲ୍ମରେ କାମ କରୁଥିବାର ନଜର ଆସିଥିଲେ ।

Leave a Reply